କଣ୍ଟାମାଳରେ ଶିଶୁ ପାଇଁ ଦିନଟିଏ: ଆଶିର୍ବାଦରେ ସାମିଲ ହେଲେ ୧୦୭ ଶିଶୁ

କଣ୍ଟାମାଳ,୨୪/୯- ଆଜି କଣ୍ଟାମାଳ ସଭା ଗୃହଠାରେ କଣ୍ଟାମାଳବ୍ଳକ ସ୍ତରୀୟ ଶିଶୁ ସୁରକ୍ଷା କମିଟି, ବ୍ଳକ ସ୍ତରୀୟ କିଶୋର/କିଶୋରୀ ଦକ୍ଷତା ବୃଦ୍ଧି ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ଏବଂ ବ୍ଳକ ସ୍ତରୀୟ ଶିଶୁ ଶ୍ରମିକ ନିଷେଧ ଟାସ୍କ ଫୋର୍ସର ତ୍ରୟୋମାସିକ ବୈଠକ ଶିଶୁ ପାଇଁ ଦିନଟିଏକୁ ନେଇ ଅନୁଷ୍ଠିତ
Read More...

ବୌଦ୍ଧ ବ୍ଲକରେ ଶିଶୁଙ୍କ ପାଇଁ ଦିନଟିଏ

ଜହ୍ନ ।ପଙ୍କ,୨୪/୯ - ବୌଦ୍ଧ ବ୍ଲକ ପରିସରରେ ଓ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧବ୍ଲକ ସି ଡ଼ି ପି ଓ ମିନତୀ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ । ରେବତୀ
Read More...

ବୌଦ୍ଧଜିଲ୍ଲା ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ବୈଠକ

ବୌଦ୍ଧ,୨୪/୯- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ବୌଦ୍ଧଜିଲ୍ଲା ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆକ୍ସନଏଡର ରାଜ୍ୟ ପରାମର୍ଶଦାତା ଘାସିରାମ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋସ୍ନା ଭୋଇ, ଜିଲ୍ଲା ସମାଜ
Read More...

କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଶାସନ ପୁରୁଷୋତ୍ତମପୁର ହାଇ ଲେବଲ କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଧାନମଣ୍ଡଳ ଅଞ୍ଚଳର ରାମ ପଣ୍ଡାଙ୍କ ଝିଅ ରୀନା ରାଣୀ ପଣ୍ଡା । ଯୁୂବତୀ ଜଣକ ତିନି ଦିନହେବ ନିଖୋଜ ଥିବାବେଳେ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ
Read More...

ବୋଟ୍ ଦୁର୍ଘଟଣା: ଓଟିଭି ଚିଫ୍ ରିପୋର୍ଟର୍ ଅରିନ୍ଦମଙ୍କ ଦେହାନ୍ତ

କଟକ : ଖବର ଦେବାକୁ ଯାଇ ନିଜେ ଦୁଃଖଦ ଖବର ହୋଇଗଲେ । କଟକ ନରାଜର ମୁଣ୍ଡଳୀ ନିକଟରେ ଗଜରାଜ ଉଦ୍ଧାର ଖବର ଦେବାକୁ ଯାଇଥିଲେ କିନ୍ତୁ ନିଜେ ଦୁର୍ଘଟଣାର ଶିକାର ହୋଇ ସେହି ପାଣିରେ ବୁଡି ପ୍ରାଣ ହରାଇଲେ । ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ୍ ଦାସଙ୍କ ଘଟିଛି ଅକାଳ ବିୟୋଗ ।
Read More...

ଭିସୁଟରେ ପୁଣି ରେଗିଙ୍ଗ ଘଟଣାରୁ ଉତ୍ତେଜନା

ସମ୍ବଲପୁର, ୨୪/୯- ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ପୁଣି ରେଗିଙ୍ଗ ଘଟଣା ପରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ଏଥିରେ ୩ୟ ବର୍ଷ ପ୍ରଡକ୍ସନ ଇଂଜିନିୟରିଂର ଜଣେ ଛାତ୍ର ଉପରେ ରେଗିଙ୍ଗ ନାଁ ରେ ୪ର୍ଥ ବର୍ଷର ପ୍ରାୟ ୧୮ ଜଣ ଆକ୍ରମଣ କରିବା
Read More...

ଡିଆରଡିଏ କାର୍ଯ୍ୟାଳୟରୁ ସ୍ୱଚ୍ଛତା ରଥ ଗଡିବା ଶୁଭାରମ୍ଭ ହେଲା

ସମ୍ବଲପୁର, ୨୪/୯- ସମାଜର ଚାରିଆଡେ ସ୍ୱଚ୍ଛତାର ପ୍ରଚାରପ୍ରସାର ପାଇଁ ଆଜି ଡିଆରଡିଏ କାର୍ଯ୍ୟାଳୟରୁ ସ୍ୱଚ୍ଛତା ରଥ ଗଡିବା ଶୁଭାରମ୍ଭ ହୋଇଛି । ଅତିରିକ୍ତ ପରିଯୋଜନା ନିର୍ଦ୍ଦେଶକ ପୂଜାର୍ଚ୍ଚନା ସହିତ ନଡ଼ିଆ ବାଡେଇ ସବୁଜପତକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ
Read More...

ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ

ଫୁଲବାଣୀ,୨୪/୯- କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଜି. ଉଦୟଗିରି ଠାରେ ୮ ଟି ପଞ୍ଚାୟତ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା ମାନଙ୍କୁ ନେଇ ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନାଙ୍କ
Read More...

ଆମେରିକାରେ ଓଡିଆ ସମାଜର ନୁଆଁଖାଇ ଭେଟଘାଟ : ପ୍ରଦର୍ଶିତ ହେଲା ପ୍ରଦ୍ୟୁମ୍ନ ସାହୁଙ୍କ ନାଟକ ‘ନୂଆଁଖାଇ’

ସୁବର୍ଣ୍ଣପୁର: ଆମେରିକାରେ ବସବାସ କରୁଥିବା ଓଡ଼ିଆ ସମାଜ ଓସାକାଲ (ଙଝଇଉଇଖ) ଦ୍ୱାରା ଗତ ୧୭ ସେପ୍ଟେମ୍ବର ୨୦୨୧ ପ୍ରଥମ ଥର ପାଇଁ "ନୂଆଁଖାଇ ଭେଟଘାଟ’ ଉତ୍ସବ ଜୁମ୍‌ ଆପ୍‌ ମାଧ୍ୟମରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଜାତୀୟ ପୁରସ୍କାରପ୍ରାପ୍ତ
Read More...

ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରକୁ ତିନି ଦିନ ପାଇଁ ସିଲ୍ କରି ଦିଆଯାଇଛି। କୋର୍ଟର ୧୫ ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଆଜିଠୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କୋର୍ଟ ପରିସର ସିଲ୍ ରହିବ
Read More...