ରାଜ୍ୟରେ ଚିହ୍ନଟ ହେଲେ ୬୪୯ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୩ ଜଣ ଅଛନ୍ତି। ୬୪୯ ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୨୬୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୫
Read More...

ପିଇବା ପାଣି ପାଇଁ ଡହଳ ବିକଳ କଲୋନୀ ସାହି ବାସିନ୍ଦା, ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ

ଘୁ.ଉଦୟଗିରି,୧୧/୯- ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ଗାଁ ଗାଁରେ ପାନୀୟ ଜଳ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି, ବସୁଧା ଯୋଜନାରେ ସମସ୍ତ ଗାଁ ଗହଳିକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି ହେଲେ ସାରଙ୍ଗଡ ପଂଚାୟତର କଲୋନୀ ସାହି ବାସିନ୍ଦା ଏଥିରୁ ବାଦ ପଡିଛନ୍ତି । ଏହି ସାହିରେ ଶହେରୁ
Read More...

ପାର୍ବଣ ଗାଇଡଲାଇନ ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କଲା ପୂଜା କମିଟି

ପୁରୀ,୧୧/୯- ପୂଜା ପର୍ବାଣୀ ଆୟୋଜନ ନେଇ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଙ୍କ ସହ ଆଲୋଚନା ହୋଇଛି । ପୂଜା ସମୟରେ ପୂଜା ମଣ୍ଡପ ଚାରିପାଖ କପଡାରେ ଢାଙ୍କିବା ସହ କୌଣସି ଲାଉଡ଼ ସ୍ପିକର ନ ବଜାଇବା ,
Read More...

ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ

ଗଜପତି,୧୧/୯- ଆଜି ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ତଥା ରାଜିବ ଗାନ୍ଧି ପଞ୍ଚାୟତ ସଂଗଠନର ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାର ଦାୟିତ୍ୱରେ ଥିବା ପ୍ରବନ୍ଧକ
Read More...

ସୂର୍ଯ୍ୟମନ୍ଦିର ପରିସରରେ ପାଳନ ହେଲା ଆଜାଦି କା ଅମୃତ ମହୋତ୍ସବ ଓ ଗଣଦୌଡ

ପୁରୀ,୧୧/୯- ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପାଳନ କରାଯାଇଛି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ । ଏହି କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ର ପୁରୀ ଦ୍ୱାରା ଆୟୋଜନ କରାଯାଇଥିଲା । କୋଭିଡ୍‌ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତେ ଫିଟ ରହିବା ଓ
Read More...

ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭେରବୀଙ୍କ ଠାରେ ଲାଗିହେଲା ନବାନ୍ନ

ବୌଦ୍ଧ,୧୧/୯:- ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ଧାର୍ଯ୍ୟ ଲଗ୍ନ ୧୧ଟାରେ ନବାନ୍ନ ଲାଗି କରାଯାଇଥିଲା । ମହାନଦୀରୁ କଳସରେ ଜଣ ଅଣାଯାଇ ଦେବୀଙ୍କ ଠାରେ ପୂଜାର୍ଚ୍ଚନା ପରେ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୂଜକ ସାନନ୍ଦ
Read More...

ଦାରିଙ୍ଗବାଡି ଅଞ୍ଚଳରେ ବାହାର ରାଜ୍ୟର ସନ୍ଦିଗ୍ଧ ପୁରୁଷ ମହିଳା ଓ ଶିଶୁ, ଆତଙ୍କରେ ଅଞ୍ଚଳବାସୀ

ଦାରିଙ୍ଗବାଡି,୧୧/୯- ଗତ ୧ମାସ ହେବ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟର କିଛି ମହିଳା ଓ ଛୋଟ ଛୋଟ ପିଲା ମାନେ ଯାଯାବର ଭଳି ବୁଲୁଥିବା ଦେଖିବାକୁ ମିଳିଛି । ଏମାନଙ୍କୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ ଏବେ ବିଭିନ୍ନ ପ୍ରକାରର ଗୁଞ୍ଜରଣ ସୃଷ୍ଟି ହୋଇଛି । ୧ମାସ ହେବ
Read More...

ଗଜପତି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା

ଗଜପତି,୧୧/୯- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରେ ଘରୋଇ ବସ ମାଲିକମାନେ ଏକତ୍ରିତ ହୋଇ ନୂତନ ଭାବେ ଏକ ସଙ୍ଘ ଗଠନ କରିଛନ୍ତି । ତାର ନାମ ଗଜପତି ଡିଷ୍ଟ୍ରିକ୍ଟ ୟୁନାଇଟେ ଼ପ୍ରାଇଭେଟ ବସ ଓନର୍ସ ଆସୋସିଏସନ ରଖାଯାଇଛି । ଇଞ୍ଜ । ଭେଙ୍କଟେ ରାମଣାଙ୍କ
Read More...

ଚାରଭାଟି ଗାଁରେ ଏକ ସଙ୍ଗେ ନୂଆଁ ଖାଇଲେ ୧୨୦ଟି ପରିବାର

କଣ୍ଟାମାଳ,୧୧/୯- ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଆଜି ବେଶ ଧୂମଧାମରେ ପାଳନ ହୋଇଯାଇଥିବା ବେଳେ ବୌଦ୍ଧଜିଲ୍ଲା କଣ୍ଟାମାଳବ୍ଳକ ଚାରଭାଟି ଗ୍ରାମବାସୀ ଏକ ନିଆରା ଢଙ୍ଗରେ ଗ୍ରାମରେ ନୂଆଖାଇ ପାଳନ କରଥିବା ଜଣାପଡିଛି । ଗ୍ରାମବାସୀଙ୍କ ପୂର୍ବ ନିଷ୍ପତ୍ତି ପ୍ରକାରେ ଆଜି ଗ୍ରାମର ୧୨୦ ଟି ପରିବାର
Read More...

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜା ଶୁଭେଚ୍ଛା

ପୁରୀ, ୯/୯- ପବିତ୍ର ଗଣେଶ ପୂଜା ଅବସରରେ ବିଶିଷ୍ଟ ବାଲୁକା ଚିତ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜା ର ଅଭିନନ୍ଦନ ଦେଇଛନ୍ତି । ପୁରୀ ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍‌ଛା ଦେଇ ଥିବା ବେଳେ ୭ ହଜାର ରୁ ଅଧିକ କଉଡ଼ି ,
Read More...