ଖବରକାଗଜ ହକରଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ ସହାୟତା

ଭୁବନେଶ୍ୱର: ଖବରକାଗଜ ହକରଙ୍କୁ ମିଳିଲା ସ୍ୱତନ୍ତ୍ର କୋଭିଡ୍ ସହାୟତା । ହକରମାନଙ୍କୁ ୬ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଗଲା । ଲୋକସଭା ଭବନରେ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ କହିଛନ୍ତି, ହକରମାନେ
Read More...

ଟିକା ପ୍ରମାଣପତ୍ର ନଦେଖାଇଲେ ଦରମା ବନ୍ଦ

ଚଣ୍ଡିଗଡ: ଗତ ୨ ବର୍ଷ ଧରି ମହାମାରୀ କରୋନା ଯେଉଁଭଳି ତାଣ୍ଡବ ରଚିଛି ତାହା କେବେବି ଲୋକଙ୍କ ମନରୁ ଲିଭିବନି । ପୁଣି ଏହାର ତୃତୀୟ ଲହର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ତେଣୁ ଏନେଇ ପ୍ରତି ରାଜ୍ୟର ସରକାର ସତର୍କ ହୋଇଉଠିଛନ୍ତି । ଏହାକୁ ଦୃଷ୍ଟିରେ ରଖି କଡା ନିଷ୍ପତ୍ତି ନେଇଛନ୍ତି
Read More...

ରାଜ୍ୟରେ ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଉ ଦୁଇ ଜଣ କରୋନାର ନୂଆ ଭୂତାଣୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଆକ୍ରାନ୍ତ ବ୍ୟକ୍ତି ନାଇଜେରିଆ ଫେରନ୍ତା ବୋଲି ଜଣାପଡିଥିବା ବେଳେ ଉଭୟ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି
Read More...

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୬ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି। ସାରା ଦେଶରେ ବର୍ତ୍ତମାନ ସୁଦ୍ଧା
Read More...

ଆକ୍ସନ ମୋଡ଼ରେ ପୁରୀ ପୋଲିସ, ମଦ ପିଇ ଗାଡି ଚଳାଉଥିଲେ ଦେବାକୁ ପଡିବ ୧୦ହଜାର ଜରିମାନା

ପୁରୀ : ମଦ ପିଇ ଗାଡି ଚଳାଉଛନ୍ତି କି ! ହେଇଯାଆନ୍ତୁ ସାବଧାନ । ଦେବାକୁ ପଡିବ ଦଶ ହଜାର ପର୍ଯ୍ୟନ୍ତ ଜୋରିମାନା,ଯିବାକୁ ପଡିପାରେ ଜେଲ । ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରେ ଆକ୍ସନ ମୋଡ଼ରେ ପୁରୀ ପୋଲିସ । ନୂଆବର୍ଷ ପୂର୍ବରୁ ପୁରୀ ପୋଲିସ ଚଲାଇଛି ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭିଂ ଅଭିଯାନ । breath
Read More...

ବାଲ୍ୟ ବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକର ଅଲା ଝୋଲ ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟ ବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ରାୟଗଡ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତି ଟେରେସ୍କୋଲା ମଲ୍ଲିକ ଜାଣିବାକୁ
Read More...

ଏଣିକି କଟକରେ ସବୁ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ

କଟକ: ଓମିକ୍ରନ ମୁକାବିଲା ଦିଗରେ କଟକ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଏଣିକି କଟକରେ ସବୁ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ । ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହେବା ମାତ୍ରେ ତୁରନ୍ତ ତାଙ୍କର ଭାରିଆଣ୍ଟ ଟେଷ୍ଟ ହେବ । ଏନେଇ କଟକ ଜିଲ୍ଲା ADMO ଡାକ୍ତର ଉମେଶ ରାୟ
Read More...

ବୌଦ୍ଧବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର

ବୌଦ୍ଧ,୨୨/୧୨- ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ନୋଡାଲ ହାଇସ୍କୁଲଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରୀ,
Read More...

ଆଇପିଏଲର ମେଗା ନିଲାମର ତାରିଖ ହେଲା ଘୋଷଣା

ନୂଆଦିଲ୍ଲୀ ୨୨ ।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ର ମେଗା ନିଲାମର ଆୟୋଜନ ଫେବୃଆରୀ ୭ ଓ ୮ରେ ବେଙ୍ଗାଲୁରୁରେ ହୋଇପାରେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ଆଇପିଏଲର ଶେଷ ମେଗା ନିଲାମ ହୋଇପାରେ କାରଣ ଅଧିକାଂଶ ମୂଳ ଆଇପିଏଲ ଦଳ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି
Read More...

ପଶ୍ଚିମବଙ୍ଗର କାଳିଆଗଞ୍ଜରେ ନାଟ୍ୟଚକ୍ର କଳାକାରଙ୍କ କମାଲ

ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ ସହରରେ ସମ୍ବଲପୁରୀ ନାଟକ ଧୁରକୁନି ଓ ପ୍ରସିଦ୍ଧ ଷୋଳସୁଆଙ୍ଗ ଦଣ୍ଡ ନୃତ୍ୟର ଶବର ଶବରେନ ନୃତ୍ୟ ପରିବେଷଣ କରି ବେଶ୍‌ ଉଚ୍ଚ ପ୍ରଶଂଶିତ
Read More...