ଓଡ଼ିଆ ବିଭାଗରେ ଛାତ୍ରୀଙ୍କ ସଫଳତା

ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟ ଓଡିଆ ବିଭାଗରେ ଛାତ୍ରୀଙ୍କ ଅପୂର୍ବ ସଫଳତା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷା ୨୦୨୧ ରେ ସୋନପୁର ମହାବିଦ୍ୟାଳୟ ଓଡିଆ ସମ୍ମାନର ଛାତ୍ରୀ ଜ୍ୟୋତିର୍ମୟୀ ବାରିକ ନବମ ସ୍ଥାନ ହାସଲ କରି ମହାବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି । ସେ ଏହି
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପି ଦାୟିତ୍ୱ, ୫ ରାଜ୍ୟ ପାଇଁ ପ୍ରଭାରୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦଳ ପକ୍ଷରୁ ବୁଧବାର ଦିନ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ
Read More...

ଘୋଷଣାପତ୍ର ଜାରି କଲା ତାଲିବାନ, ଆଫଗାନିସ୍ତାନରେ ଏମିତି ଚାଲିବ ସରକାର

ନୂଆଦିଲ୍ଲୀ: ତାଲିବାନ ନିଜର କାର୍ଯ୍ୟନିର୍ବାହୀ ସରକାର ଗଠନ ଘୋଷଣା ସହିତ ଚାରି ପୃଷ୍ଠାର ଘୋଷଣାପତ୍ର ଜାରି କରିଛି । "ଆଫଗାନିସ୍ତାନର ଇସଲାମିକ୍‌ ଏମିରେଟ୍‌ ଅଫ୍‌ ଲିଡର' ଆମୀର ଉଲ୍‌ ମୁମିନିନ୍‌ ଶେଖ୍‌ ଉଲ୍‌ ହଦୀଥ ହିବତୁଲ୍ଲାହ ଅଖୁନ୍ଦଜାଦାଙ୍କ ଦସ୍ତଖତରେ ଏହା ଜାରି କରାଯାଇଛି । ସରକାରଙ୍କ
Read More...

ସାରର କଳା ବଜାରୀ ଉପରେ ଖବର ପ୍ରସାରଣ ପରେ କୃଷି ବିଭାଗର ନିଦ ଭାଙ୍ଗିଲା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ସାରର କଳାବଜାରୀ ସାଙ୍ଗକୁ ସାରର କୃତ୍ରିମ ଅଭାବ ଖବର ପ୍ରସାରଣ ପରେ ଜିଲ୍ଲା କୃଷି ବିଭାଗର ନିଦ ଭାଙ୍ଗିଛି । ଜିଲ୍ଲାର ସଦର ମହକୁମା ସହ ଗୋଶାଣି ବ୍ଳକରେ ଥିବା ସାର ବ୍ୟବସାୟ କରୁଥିବା ଦୋକାନ ଗୁଡିକର ଯାଞ୍ଚ କରାଯାଇ ଥିବାର ଜଣାପଡ଼ିଛି । ଏହି ଯାଞ୍ଚ
Read More...

ରାଜ୍ୟରୁ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ,୭୬୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ୦୮।୦୯ : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୭୬୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ
Read More...

ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବିଭିନ୍ନ ସମସ୍ୟା ସଂପର୍କରେ ଜଣାଇଲେ ଖରସଣ୍ଡା ଗ୍ରାମବାସୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ଖରସଣ୍ଡା ଗ୍ରାମରେ ପାନୀୟ ଜଳର ସମସ୍ୟା ଓ ପୋଖରୀର ପୁନରୁଦ୍ଧାର ସକାଶେ ଖରସଣ୍ଡା ଗ୍ରାମବାସୀ ଓ ବିଜେଡି ଯୁବ ସଭାପତି ଏସ.ଲିଙ୍ଗରାଜ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି । ଖରସଣ୍ଡା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରସାଶକ
Read More...

ନିଖୋଜ ମହିଳାଙ୍କ ପରିବାର ଦେଲେ ଏତଲା

ଗଞ୍ଜାମ : ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁରୁଣା ମୌଳାଭଞ୍ଜା ନଦୀ ପଠାରୁ ମହିଳା ନିଖୋଜ । ଭୋର୍‌ ୫ଟା ସମୟ ରେ କିଶୋର ଗୌଡଙ୍କ ଝିଅ ରିତା ଗୌଡ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ରିତା ଦିବ୍ୟାଙ୍ଗ ଅଟନ୍ତି ହେଲେ ସେ ଫେରିନଥିଲେ । ପରିବାର ବର୍ଗ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଅଗ୍ନିଶମ
Read More...

ଅକ୍ଷୟ କୁମାରଙ୍କ ମାତୃ ବିୟୋଗ

ମୁମ୍ବାଇ : ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆ ୭୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ତାଙ୍କୁ କିଛି ଦିନ ପୂର୍ବରୁ ମୁମ୍ବାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅକ୍ଷୟ ନିଜେ ଟୁଇଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସେ
Read More...

ବାତ୍ୟାନିରୋଧକ ବାସଗୃହ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ,୭/୯- ଦୀର୍ଘ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ପୁରୀଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ଥିବା ଫାଇଲିନ କ୍ଷତିଗ୍ରସ୍ତଙ୍କୁ ଏ ଯାଏ ସହାୟତା ରାଶି ମିଳିନାହିଁ । ତାହାର ପ୍ରତିବାଦରେ କୃଷ୍ଣପ୍ରସାଦ ବ୍ଲକର ଫାଇଲିନ କ୍ଷତିଗ୍ରସ୍ତ ମାନେ ପୁରୀଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ
Read More...

ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା

ପୁରୀ,୭/୯- ଆଜି ସପ୍ତପୁରୀ ଅମାବାସ୍ୟା । ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଆଜିର ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଆଜି ଠାକୁରଙ୍କ ଅବକାଶ ନିତି ସରିବା ପରେ ଠାକୁରଙ୍କୁ ବେଶ
Read More...