ଘରେ ଲାଗିଗଲା ନିଆଁ , ବାପପୁଅ ଗୁରୁତର
କାମାକ୍ଷାନଗର: ଆଖି ପିଛୁଳାକେ ଘରେ ଲାଗିଗଲା ନିଆଁ । ଏହି ନିଆଁରେ ଜଳିଗଲେ ଉଭୟ ବାପପୁଅ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖଇରପଶି ଗାଁରେ ଘଟିଛି। ଗୁରୁତର ବାପପୁଅ!-->…
Read More...
Read More...