ଜାଡରେ ଥରୁଛି ଘୁ.ଉଦୟଗିରିର ସାରା ଅଞ୍ଚଳ, ପାରଦ ୩.୮ଡିଗ୍ରୀ ରେକର୍ଡ

ଘୁ.ଉଦୟଗିରି : ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦିନକୁ ଦିନ ପାରଦ ଖସୁଛି, ଶୀତ ବଢୁଛି । ଜାଡ଼ରେ ଥରୁଛି ସାରା ଅଞ୍ଚଳ । ଆଜି ଘୁ ଉଦୟଗିରି ସହରର ତାପମାତ୍ରା ୩.୮ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗ୍ରାମାଞ୍ଚଳ ଦୁର୍ଗମ
Read More...

ପୁଇଁତଲା ବ୍ଳକସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ

ବଲାଙ୍ଗୀର: ପୁଇଁତଲା ବ୍ଳକ ବୁବେଲଠାରେ ବିଜୁ ଜନତାଦଳ ବ୍ଳକସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଓ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ
Read More...

ଦଶପଲ୍ଲା ବିଧାୟକଙ୍କ ମାରାଥନ୍‌ ଉଦଘାଟନ

ଦଶପଲ୍ଲା : ୨୦୧୯ ମସିହାରେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାଏକଙ୍କ ସହାୟତାରେ ୨୨/୦୧/୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦଶପଲ୍ଲା ପଞ୍ଚାୟତ ସମିତି, ଜନସାଧାରଣ ଓ ଜନ ପ୍ରତିନିଧିଙ୍କ ସହ ଅନୁଷ୍ଠିତ ହୋଇଥିବା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ୪.୭୫.୦୦.୦୦୦/- ଟଙ୍କା ଅଟକଳରେ ୨୦
Read More...

ଭିଡିଓ ଜାରି କରି ଏମିତି କହିଲେ ସୁମିତଙ୍କ ଜେଜେ ମାଆ

ବ୍ରହ୍ମପୁର: “ଗତକାଲି ଜୋରଜବରଦସ୍ତ ପଶି ଆମ ଗେଟ୍‌ ଭାଙ୍ଗିଲେ। ଆମକୁ ତାଲା ପକାଇ ଭିତରେ ରଖିଛନ୍ତି। ଆମେ ସବୁ ଅସୁସ୍ଥ ହୋଇପଡ଼ିଲୁଣି। ମୋ’ ଘର ପ୍ରତି ବିପଦ ଅଛି। ଆମେ ଭୟଭୀତ ଅବସ୍ଥାରେ ଅଛୁ। ମୋତେ ଏଠାରୁ ଉଦ୍ଧାର କର । ” ଏମିତି କହି ଏକ ଭିଡିଓ କରି ଜିଲ୍ଲାପାଳ ଓ ଏସ୍‌ପିଙ୍କୁ
Read More...

ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଫେରାର୍

ଭୁବନେଶ୍ୱର: ଦୁଇ ଜଣ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍ ଫେରାର ହୋଇଯାଇଥିବା ନେଇ ହୋଇଛି ଅଭିଯୋଗ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରୁ ଏହି ଅଭିଯୋଗ ଆସିଛି । ଏନେଇ ଟ୍ୟୁସନ ସାର୍ ଙ୍କ ବିରୋଧରେ ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଏହି ଦୁଇ ନିଖୋଜ ଛାତ୍ରୀ
Read More...

ରଥକାଠ ଅନୁକୂଳ ପାଇଁ ବାହାରିଲା ଟିପଣା

ଦଶପଲ୍ଲା : ଆସନ୍ତା ୨୦୨୨ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଷୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ପାଇଁ ଆଜି ଶୁଭଦିନ ନିର୍ଘଣ୍ଟ କରାଯାଇଛି । ପୂଜା ପାଇଁ ଦୁଇଟି ଧାର୍ଯ୍ୟ କରାଯାଇଛି । ପୀଠରେ ରଥକାଠ ପୂଜାପାଇଁ ଦୁଇଟି ଦିନ ବିଶେଷକରି ମଙ୍ଗଳବାର ଦିନ ଏହି
Read More...

ରାସନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାସନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ଼ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର । ପ୍ରତ୍ୟେକ ରାସନକାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ହଜାରେ ଟଙ୍କା । କାଳିଆ ଟଙ୍କା ଭଳି ଏହି ସହାୟତା ସିଧାସଳଖ
Read More...

ମହନ୍ତ ଗିରିବର ଦାସ ଜୀ ମହାରାଜଙ୍କ ପରଲୋକ

ବୌଦ୍ଧ,୨୧/୧୨- ବୌଦ୍ଧବ୍ଲକ ଅନ୍ତର୍ଗତ ଡମ୍ବରୁଗାଡ ମଠରେ ରହୁଥିବା ମହନ୍ତ ଶ୍ରୀ ଶ୍ରୀ ଗିରିବର ଦାସ ଜୀ ମହାରାଜଙ୍କ ଆଜି ଭୋର୍‌ ସମୟରେ ପରଲୋକ ଘଟିଛି । ସେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ସେବକମାନେ ସୋନପୁର ମେଡିକାଲକୁ ନେଇଯାଇଥିଲେ । ଡାକ୍ତର ପରୀକ୍ଷା କରିବାପରେ ହୃଦଘାତରେ ତାଙ୍କର ପରଲୋକ
Read More...

ଗ୍ରେସିଙ୍ଗିଆ ପାଞ୍ଚାୟତରେ ଏମବିକେ ଓ ସିଆରପି ପଦବୀ ପାଇଁ ମୌଖିକ ପରୀକ୍ଷା

ଘୁ ଉଦୟଗିର : ଘୁ ଉଦୟଗିର ବ୍ଳକ ଅଧୀନରେ ଥିବା ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତ ପରିସରରେ ଆଜି ୭ଟି ଆଞ୍ଚଳିକ ମଞ୍ଚ ନିମନ୍ତେ ଏମକେବି ଓ ସିଆରପି ପଦବି ନିମନ୍ତେ ନିଯୁକ୍ତି ପାଇଁ ମୌଖିକ ପରୀକ୍ଷା ହୋଇଯାଇଛି । ବିଡ଼ିଓ ଆଶିଷ ତ୍ରିପାଠୀ, ଓଏଲଏମ ସାନୁଜ କୁମାର ପ୍ରଧାନ, ବିପିଏମ ରତିକାନ୍ତ
Read More...

ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୪୪ହଜାର ଏସି

ଅଲୱାର : ସୋମବାର ବିଳମ୍ବିତ ରାତିରେ ରାଜସ୍ଥାନରକ ଅଲୱାର ସହରରେ ଥିବା ନେମ୍ରାନା ଇଣ୍ଡଷ୍ଟ୍ରିଆଲ୍‌ ଏରିଆର ଡାଏକିନ୍‌ ଏୟାର କଣ୍ଡିସନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ କମ୍ପାନୀର ଗୋଦାମରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ନିଆଁର ପ୍ରଖର ଏତେ ଅଧିକ ଥିଲା ଯେ, ସକାଳେ ଯାଏଁ ମଧ୍ୟ ଅନେକ
Read More...