ଏହି ରାଜ୍ୟର ଅଧିକାଂଶ ରଣଜି ଖେଳାଳି କରୋନା ସଂକ୍ରମିତ

0 57

କୋଲକାତା : ବେଙ୍ଗାଲ ରଣଜି ଟିମର ଅଧିକାଂଶ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଆଜି କ୍ରିିକେଟ ଆସୋସିଏସନ ଅଫ ବେଙ୍ଗାଲ(ସିଏବି) ଏହି ସୂଚନା ଦେଇଛି । ସିଏବି କହିଛି ଯେ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କର କୋଭିଡ ଆରଟି-ପିସିଆର ଟେଷ୍ଟ କରଯାଇଥିଲା । ବହୁ ସଦସ୍ୟଙ୍କର ରିପୋର୍ଟ ପଜିଟିଭ ଜଣାପଡ଼ିବା ପରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଖେଳାଳିମାନଙ୍କର ନିୟମିତ ଟେଷ୍ଟ କରାଯାଇଥାଏ । ଏହା ରୁଟିନ କାର୍ଯ୍ୟ ।

hiranchal ad1
Leave A Reply

Your email address will not be published.

twenty − 16 =