ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ଫୁଲବାଣୀ: ଆଜି ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ଏବଂ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ । ଶ୍ରଦ୍ଧାଳୁମାନଙ୍କର ମନ୍ଦିର ଗୁଡିକରେ ଭିଡ ଜମିଥିବା ବେଳେ ସ୍ଥାନୀୟ ଅଂଚଳରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ସକାଳେ ଏକ ଅଘଟଣ ଘଟିଯାଇଛି । ସୂଚନାଯୋଗ୍ୟକି ପିଅନପଡା ଅଂଚଳର
Read More...

ଏଣିକି ସୂର୍ଯ୍ୟାସ୍ତ ପରେ ବି ହୋଇ ପାରିବ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ପ୍ରୋଟକଲରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ସୂର୍ଯ୍ୟାସ୍ତ ବା ରାତି ସମୟରେ ବି ଶବଗୁଡ଼ିକ ହସ୍ପିଟାଲରେ ବ୍ୟବଚ୍ଛେଦ ହୋଇପାରିବ। ଯେଉଁ ହସ୍ପିଟାଲରେ ରାତିରେ ବ୍ୟବଚ୍ଛେଦ କରିବାକୁ ଆବଶ୍ୟକ ଭିତ୍ତିଭୂମି ଥିବ, ସେଠାରେ ଏହି
Read More...

ଭାରତର ଉଚ୍ଚତମ ଶୃଙ୍ଗରେ ସୂର୍ଯ୍ୟ ନମସ୍କାର କରି ଚର୍ଚ୍ଚାରେ ବୌଦ୍ଧ ମାଟିର ପୁଅ

ବୌଦ୍ଧ,୧୫/୧୧- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ନୂର୍ପା ଗ୍ରାମର ଦିବାକର ଆର୍ଯ୍ୟ ପାଖାପାଖି ୧୭ହଜାର ୮ ଶହ ଫୁଟ ଉଚ୍ଚତାରେ ଗୁରୁ ଡଙ୍ଗରମ ହ୍ରଦ କୂଳରେ ଏହି ସୂର୍ଯ୍ୟ ନମସ୍କାର କରିଛନ୍ତି ସେ । ତାଙ୍କର ଏହି ଉଦ୍ୟମକୁ ଏବେ ସବୁ ମହଲରେ ବେଶ ପ୍ରଶଂସା କରାଯାଉଛି । ତାଙ୍କର
Read More...

କୋସଲି – ସମ୍ବଲପୁରୀ ଭାଷାର ପ୍ରବୃଦ୍ଧ ସାରସ୍ୱତ ସାଧକ ଡ.ନୀଳମାଧବ ପାଣିଗ୍ରାହୀଙ୍କର ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର,୧୫/୧୧- ସୁବର୍ଣ୍ଣପୁରଠାରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ଦ୍ୱାରା ଆୟୋଜିତ ଜୟନ୍ତୀ ସଭାରେ ଦିବଙ୍ଗତ ସ୍ରଷ୍ଟା କୋସଲି ବ୍ୟାସ ଡ.ନୀଳମାଧବ ପାଣିଗ୍ରାହୀଙ୍କ ଭାଷା ସାହିତ୍ୟର ସମୃଦ୍ଧିପାଇଁ ରହିଥିବା ସାଧନା ଓ ଜୀବନାଦର୍ଶ ଉପରେ କବି ଡ.ଦେବାଶିଷ ପାଣ୍ଡିଆ, ଗାଳ୍ପିକ
Read More...

ସୁବର୍ଣ୍ଣପୁର ଠାରେ ଶିଶୁ ପତ୍ରିକା ପୁଲକ ଲୋକାର୍ପିତ

ସୁବର୍ଣ୍ଣପୁର,୧୫/୧୧- ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜନ୍ମଦିନ ତଥା ଶିଶୁ ଦିବସରେ ସୁବର୍ଣ୍ଣପୁରଠାରେ ଏକ ତ୍ରୈ÷ମାସିକ ଶିଶୁ ପତ୍ରିକା ଲୋକାର୍ପିତ ହୋଇଯାଇଛି । ସାମାଜିକ କର୍ମୀ ତଥା ସ୍ତମ୍ଭକାର ରାଜୀବ କୁମାର ନାୟକଙ୍କ ସଂପାଦନାରେ ପ୍ରକାଶିତ "ପୁଲକ’ ଶିଶୁ ପତ୍ରିକା
Read More...

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ୧୬ ରୁ

ଜହ୍ନ ।ପଙ୍କ,୧୫/୧୧: ବୌଦ୍ଧ ବ୍ଳକ ତେଲିବନ୍ଧରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ । ୧୬ ତାରିଖରେ କଳସ ଯାତ୍ରା,୧୭ ଓ ୧୮ ରାମାୟଣ ପରାୟଣ ୧୯ ରୁ ୨୧ ଚବିଶ ପ୍ରହର ନାମଯଜ୍ଞ ଏବଂ ୨୨ ରେ ମନ୍ଦିର
Read More...

ଗଣ ଶିକ୍ଷା ମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ

ପୁରୀ :ଭାରତୀୟ ଜନତା ପାର୍ଟି ତରଫରୁ ମମିତା ମେହେରଙ୍କକୁ ନ୍ୟାୟ ପ୍ରଦାନ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି । ଆଜି ମନ୍ତ୍ରୀ ଗୋପ ମେଡିକାଲର ଚକ୍ଷୁ ବିଭାଗ କେନ୍ଦ୍ର ଉଦଘାଟନ କରିବାକୁ ଯିବା ସମୟରେ ଗୋପ ବଜାରରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ
Read More...

ଗ୍ରାମବାସୀଙ୍କ ଦ୍ଵାରା ଶିବଲିଙ୍ଗ ଆକୃତି କଇଁଛ ଉଦ୍ଧାର

ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା ବହଳଦା ବନାଞ୍ଚଳ ଅନ୍ତର୍ଗତ ଜାମଦା ବ୍ଲକର ରାଙ୍ଗାମାଟିଆ ଗ୍ରାମବାସୀ ରବିବାର ସକାଳେ ଶୌଚ କରିବାକୁ ଯାଇ ଖଡଖାଈ ନଦୀକୂଳରୁ ଏକ ବିଶାଳ ବୟସ୍କ ଶିବଲିଙ୍ଗ ଆକୃତି କଇଁଛକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହି ଶିବଲିଙ୍ଗ ଆକୃତି କଇଁଛକୁ ଦେଖିବାକୁ
Read More...

ସିପାଞ୍ଜିରୀରେ ଏମ୍‌ଏଲ୍‌ଏ ଫୁଟବଲ୍‌ କପ୍‌ର ଶୁଭାରମ୍ଭ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ସିପାଞ୍ଜିରୀଠାରେ ଏମ୍‌ଏଲ୍‌ଏ ଫୁଟବଲ୍‌ କପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିବା
Read More...

ଶଙ୍ଖ ଫୁଙ୍କିଲେ ପ୍ରଦୀପ

ଖୋର୍ଦ୍ଧା:  ଗତ ନିର୍ବାଚନରେ ବେଗୁନିଆରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଦୀପ ସାହୁ ଆଜି ବିଜେଡିରେ ଯୋଗଦେଇଛନ୍ତି। ନିଜ ସମର୍ଥକଙ୍କ ସହ ବିଜେଡିର ମିଶିଛନ୍ତି ପ୍ରଦୀପ। ୨୦୧୯ ବିଧାନସଭା ନିର୍ବାଚନରେ ବେଗୁନିଆରେ କଂଗ୍ରେସ ପ୍ରାର୍ଥୀ ଭାବେ ସେ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ।
Read More...