ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ ହୋଇଯାଇଛି। ହୃଦ୍‌ଘାତରେ ଶିକାର ହୋଇ ବେଙ୍ଗାଲୁରୁର ଏକ ହସ୍‌ପିଟାଲ୍‌ରେ ଆଜି ଭର୍ତ୍ତି ହୋଇଥିବା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ଜିମ୍‌ରେ
Read More...

ରାଜନୀତିରେ ପାଦ ଥାପିଲେ ଲିଆଣ୍ଡର ପେସ, ଟିଏମ୍‌ସିରେ ସାମିଲ ହେଲେ

ନୂଆଦିଲ୍ଲୀ : ଭାରତର ତାରକା ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଟିଏମସିରୁ ନିଜର ରାଜନୈତିକ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟେନିସ୍‌ ଚାମ୍ପିଅନ୍‌ ଲିଆଣ୍ଡର୍‌ ପେସ୍‌ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଗୋଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ
Read More...

ଅଭିନେତା ପୁନିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଇସିୟୁରେ ଭର୍ତ୍ତି

ବେଙ୍ଗାଲୁରୁ: ହୃଦ୍‌ଘାତର ଶିକାର ହୋଇଛନ୍ତି କନ୍ନଡ଼ ଅଭିନେତା ପୁନୀତ ରାଜକୁମାର। ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ ଆଇସିୟୁରେ ରଖାଯାଇଛି। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
Read More...

ଅବିବାହିତ ରହିବାର କାରଣ କହିଲେ ସଲମାନ୍‌

ବଲିଉଡ୍‌ର ଦବଙ୍ଗ ଖାନ ତଥା ସୁପରଷ୍ଟାର ସଲମାନ ଖାନ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ବର୍ତ୍ତମାନ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଆଣ୍ଟିମ୍: ଦି ଫାଇନାଲ୍ ଟ୍ରୁଥ୍’ ବିଷୟରେ ଆଲୋଚନା କରୁଛନ୍ତି। ସଲମାନ ଖାନଙ୍କ ବ୍ୟତୀତ ବରୁଣ ଧାୱନ ଏବଂ ଅଭିନେତ୍ରୀ ମହିମା ମାକୱାନା ଏହି ଫିଲ୍ମରେ
Read More...

ଗ୍ୟାଙ୍ଗଷ୍ଟର ରାଜନ ନିର୍ଦ୍ଦୋଷରେ ଖଲାସ

ମୁମ୍ୱାଇ : ୩୮ ବର୍ଷ ପରେ ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ସଦାଶିଭ ନିକଲଜେ ଓରଫ ଛୋଟା ରାଜନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ମୁମ୍ବାଇ ଅଣ୍ଡରୱାର୍ଲ୍ଡରେ ଡନ୍ ଦାଉଦ୍ ଇବ୍ରାହିମଙ୍କର ବଡ ଶତ୍ରୁ ଥିଲା ବୋଲି କୁହାଯାଉଥିଲା । ଛୋଟା ରାଜନଙ୍କ ଅପରାଧିକ ଜୀବନରେ ଏହି
Read More...

ବିଜେଡିରେ ମିଶିଲେ ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ

ଭୁବନେଶ୍ୱର: ଶଙ୍ଖ ଧରିଛନ୍ତି ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ । ବିଜେଡି କାର୍ଯ୍ୟାଳୟରେ ବରୀର ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ସେ ଶତାଧିକ ସମର୍ଥକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡିର ସାଙ୍ଗଠନିକ
Read More...

ରୋନାଲ୍ଡୋଙ୍କ ରାସ୍ତାରେ ଯାଉଥିଲେ ୱାର୍ଣ୍ଣର କିନ୍ତୁ ଅଟକାଇଦେଲା ଆଇସିସି

ଦୁବାଇ : ୟୁରୋ କପ -୨୦୨୦ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ସମ୍ମୁଖରେ ରଖାଯାଇଥିବା କୋକାକୋଲାର ବୋତଲଗୁଡ଼ିକୁ ହଟାଇ ଦେଇଥିଲେ । ଏହାଦ୍ୱାରା କୋକାକୋଲା କଂପାନୀ କୋଟିକୋଟି ଟଙ୍କା କ୍ଷତି ସହିଥିଲା । ଗତକାଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପରେ ସାମ୍ବାଦିକ
Read More...

ରାଜ୍ୟ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ବୈଠକ

ଭୁବନେଶ୍ୱର: ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ଏକାମ୍ର ଭବନ ଠାରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ସଭାର ଉଦ୍ଦେଶ୍ୟ ଓ
Read More...

ରାଜଧାନୀରେ ପରିବା ଦର ଆକାଶ ଛୁଆଁ, ବାଇଗଣ କିଲୋ ଏତିକି

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ନିଦ ହଜାଇଥିବା ବେଳେ ଏବେ କନ୍ଦାଉଛି ପରିବା ଦର । ପରିବା କଣିବା ପାଇଁ ଏବେ ଡରିଲେଣି ଲୋକ । କାର୍ତ୍ତିକ ମାସ ଚାଲିଥିବାରୁ ପ୍ରାୟ ସବୁ ପରିବାର ଦର ଆକାଶ ଛୁଆଁ ରହିଛି । ହେଲେ ବାଇଗଣ ଦର ପେଟ୍ରୋଲ, ଡିଜେଲ ସହ ତାଳ ଦେଇ ସେଞ୍ଚୁରୀ ମାରିବା ସହ ନୂଆ ରେକର୍ଡ
Read More...

ମର୍ମନ୍ତୁଦ ଦୁର୍ଘଟଣା,୪ ମହିଳା ମୃତ

ଭୋଜପୁର: ମର୍ଣ୍ଣିଂ ୱାକ୍‌ କରିବା ବେଳେ ୪ ଜଣ ମହିଳାଙ୍କୁ ଚକଟି ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ସମସ୍ତେ ମୃତ । ବିହାର ଭୋଜପୁରର ପୀରୋ ଥାନା ଅନ୍ତର୍ଗତ ପୀରୋ-ଜଗଦୀଶପୁର ରାଜ୍ୟ ରାଜପଥର ଦେବଚନ୍ଦ ପୋଲ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ସ୍କର୍ପିଓଟି ଘଟଣାସ୍ଥଳରୁ ଫେରାର୍‌
Read More...