ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୌଦ୍ଧ,୧୮/୮- ଚଳିତ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୨ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମସ୍ତ ସହକାରୀ ଭୋଟର ପଞ୍ଜିକରଣ ଅଧିକାରୀ ଓ ବିଏଲଓ ସୁପରଭାଇଜରଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଭୋଟରମାନେ ଅନଲାଇନ
Read More...

ବିକ୍ରମ ପ୍ରଧାନ ହେଲେ ବୌଦ୍ଧଜିଲ୍ଲା ନୂତନ ଛାତ୍ରକଂଗ୍ରେସ ସଭାପତି

ବୌଦ୍ଧ,୧୮/୮- ବୌଦ୍ଧଜିଲ୍ଲାର ଛାତ୍ରକଂଗ୍ରେସ ସଭାପତି ଭାବେ ବିକ୍ରମ ପ୍ରଧାନ ଆଜି ନିଯୁକ୍ତ ହୋଇଛନ୍ତି । ଜାତୀୟ ସଂପାଦକ ତଥା ଓଡିଶା ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୁଷାଙ୍କ ସୁପାରିଶକ୍ରମେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜ ଏହି ନିଯୁକ୍ତି ଶ୍ରୀ ପ୍ରଧାନଙ୍କୁ ଦେଇଛନ୍ତି ।
Read More...

୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ

ଭୂବନେଶ୍ୱର: ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି ।ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମାରଂଜନ ବଳିୟାରସିଂହ, ଭୁବନେଶ୍ୱର ମହାନଗର
Read More...

ବିଜେଡି ପକ୍ଷରୁ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ପୁରୀ : କୋଣାର୍କ ଯାତ୍ରୀ ନିବାସ ପରିସରରେ ପୁରୀ ଜିଲ୍ଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଜିଲ୍ଲା ବିଜେଡ଼ି ଦଳର ସଭାପତି ମହେଶ୍ୱର ମହାନ୍ତି ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ କରିଥିଲେ । ଏଥିରେ ପୁରୀ ଜିଲ୍ଲାର ୬ ଗୋଟି ନିର୍ବାଚନ ମଣ୍ଡଳୀର
Read More...

କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ୩ ଦିନିଆ କନ୍ଧମାଳ ଗସ୍ତ

ଫୁଲବାଣୀ:କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ୩ ଦିନିଆ କନ୍ଧମାଳ ଗସ୍ତରେ ଆସି ଆଜି ଦ୍ୱିତୀୟ ଦିନରେ ପ୍ରଥମେ ଫୁଲବାଣୀ ମେଡିକାଲ କଲେଜର ଭିତ୍ତି ଭୂମି ଓ ନିର୍ମାଣର ଅଗ୍ରଗତି ଦେଖି ସେଠାରୁ ଟିକାବାଲି ବ୍ଲକର ପିକାରଡି ଗ୍ରାମ ପଞ୍ଚାୟତର ପଂଚାୟତ ଗୃହର ଉଦଘାଟନ କରିବାସହ କୋଭିଡ଼ ଗାଇଡ଼ଲାଇନ
Read More...

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ପୂର୍ବତନ ସାଂସଦ କଳିକେଶ

ବଲାଙ୍ଗୀର : ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଆଜି ସହର ସ୍ଥିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ନିର୍ମିତ ବସ ଟର୍ମିନାଲ ପରିଦର୍ଶନ କରି ଭିନ୍ନକ୍ଷମମାନଙ୍କ ପାଇଁ ସେଠାରେ ଉପଯୁକ୍ତ ବ୍ୟବସ୍ଥା କରିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ଫାଣ୍ଡିର ବ୍ୟବସ୍ଥା
Read More...

୨୦ ହଜାର ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବ ବ୍ରିଟେନ, ମହିଳାମାନଙ୍କୁ ପ୍ରାଥମିକତା

ନୂଆଦିଲ୍ଲୀ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶରେ ଆତଙ୍କ ଖେଳିଯାଇଛି । ଆମେରିକା, ଭାରତ ଏବଂ ସାଉଦି ଆରବ ସମେତ ଅନ୍ୟ ଦେଶମାନେ ସେମାନଙ୍କର ଦୂତାବାସ ବନ୍ଦ କରି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି କିମ୍ବା ଥଇଥାନ କାର୍ଯ୍ୟ ଜାରି ରଖିଛନ୍ତି । ଏଥି ସହିତ ମିଳିତ ଜାତିସଂଘ
Read More...

ଆଇସିସି ଟେଷ୍ଟ ମାନ୍ୟତା : ଦ୍ୱିତୀୟ ସ୍ଥାନକୁ ଉଠିଲେ ରୁଟ୍‌, ଜାଣନ୍ତୁ ଭାରତୀୟ ଖେଳାଳିଙ୍କ ସ୍ଥିତି

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟେଷ୍ଟ ମାନ୍ୟତା ପ୍ରକାଶ କରିଛି । ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଏବଂ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ପରେ ଆଇସିସି ଟେଷ୍ଟ ମାନ୍ୟତା ପ୍ରକାଶ
Read More...