ଯୁବ ଚଳଚ୍ଚିତ୍ର ନିର୍ମାତା ଆଶୁତୋଷଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ପୁରୀ: ଯୁବ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକଙ୍କୁ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପୁରସ୍କୃତ କରିଛନ୍ତି । "ଶ୍ରୀକ୍ଷେତ୍ରରୁ ସାହିଜାତ' ଶୀର୍ଷକ ଫିଲ୍ମକୁ ୬୭ ତମ ଜାତୀୟ ଚଳଚ୍ଚିତ୍ର୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ରୂପେ
Read More...

ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ଦଶପଲ୍ଲା : ମଙ୍ଗଳବାର ସଂଧ୍ୟା ପ୍ରାୟ ୭.୩୦ ମିନଟ୍‌ ସମୟେ ୫୭ନଂ.ଜାତୀୟ ରାଜପଥର ଜଗାପୁର ରାସ୍ତା ନେତାଜୀ ମଇଦାନ ନିକଟରେ । ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ପାଟପୁରପାଟଣାର ରମେଶଚନ୍ଦ୍ର ସାହୁ ବୋଲି ଜଣାପଡିଛି ।
Read More...

କଣ୍ଟିଲୋ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ଦାବି

ଦଶପଲ୍ଲା : ୨୦୧୭ ମସିହାରୁ ଜଗତରନାଥ ଜଗନ୍ନାଥଙ୍କ ଆଦିପୀଠ, କଣ୍ଟିଲୋକୁ ଏନ୍‌ଏସିରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ପଡ଼ି ରହିଥିବା ଦରଖାସ୍ତକୁ କାର୍ଯ୍ୟକାରୀ କରିବାକୁ ରବିବାର ଗ୍ରାମସଭାରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଛି । ଏସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ, ଗୃହ ଓ ନଗର
Read More...

ପୂର୍ବପୁରୁଷଙ୍କର ରୀତିନୀତି ପରମ୍ପରା ବଜାୟ ରଖି ବାଦେବିରା ପାହାଡ଼ରେ ପୂଜା

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନବାଗେରୀର ବାଦେବିରା ପାହାଡ଼ରେ ଆବାନାଜୁ ଗ୍ରାମବାସୀଙ୍କ ତରଫରୁ ଗ୍ରାମ ଦେବତା ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହୁଏ ।ଜଣେ ପୂଜକ ଏହି ପୂଜା ୬ ବର୍ଷ କରିଥାନ୍ତି ଏବଂ ପରେ
Read More...

ଗଜପତି ବିଜେପି ପକ୍ଷରୁ ସି.ଡି.ଏମ୍‌ ଓ ଓ ଏ.ଡି.ଏମ୍‌ କୁ ସ୍ମାରକପତ୍ର ପ୍ରଦାନ

ଗଜପତି,୨୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ଉପସଭାପତି ଜଗନ୍ନାଥ ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ କୁମାର ପାତ୍ର ଓ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡାଙ୍କୁ ପ୍ରଦାନ କରାଯାଇଛି । ଏହି
Read More...

ଦୀର୍ଘଦିନ ପରେ ମୃତ ଶରୀରକୁ ଉଦ୍ଧାରକଲା ଖଜୁରୀପଡ଼ା ପୋଲିସ

ଫୁଲବାଣୀ,୨୬/୧୦- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ବାଲିସୁଗ୍ରୀ ଗ୍ରାମ ନିକଟ ନାଳ ପାଖ ମାଗାରିବିଲ ଜଙ୍ଗଲରେ ବିନୋଦ ଜାନି ନାମକ ଜଣେ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କଲା ଖଜୁରୀପଡ଼ା ପୋଲିସ । ଯାହା ସୂଚନା ରହିଛି ବାଲିସୁଗ୍ରୀ ଗ୍ରାମର ବିନୋଦ ଜାନି ଖୋର୍ଦ୍ଧା ବେଗୁନିଆର ଗୋଟିଏ
Read More...

ପଂଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ଆରମ୍ଭ

ପୁରୀ,୨୬/୧୦- ପାଖେଇ ଆସୁଛି ପଂଚାୟତ ଓ ପୌର ନିର୍ବାଚନ । ଏ ନେଇ ବିଜୁ ଜନତା ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ଶ୍ରୀକ୍ଷେତ୍ର ପୁରୀରୁ ଏହି ଅଭିଯାନ ଆରମ୍ଭ କରିଛି ବିଜେଡି । ପୌର ଓ ପଂଚାୟତ ନିର୍ବାଚନରେ ଦଳ କିଭଳି ବିପୁଳ ସଫଳତା ହାସଲ କରିବ, ଭୋଟର ମାନଙ୍କୁ କିଭଳି ହାତରେ ରଖି ହେବ,
Read More...

ଗଜପତିରେ ଦୁର୍ନୀତି ନିବାରଣ ସପ୍ତାହପାଳନ

ଗଜପତି,୨୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଦୁର୍ନୀତି ନିବାରଣ ସପ୍ତାହ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ତତ୍ୱାବଧାନରେ ଶପଥ ପାଠ ଅନୁଷ୍ଠିତ ହୋଇ ଯାଇଛି । ଦୁର୍ନୀତି ନିବାରଣର ମୂଘତ୍ପାଟନ କରିବା ପାଇଁ ସାଧୁତା,
Read More...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ପୁରୀରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ପୁରୀ,୨୬/୧୦- ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ସାରା ରାଜ୍ୟରେ ବିରୋଧୀଦଳ ପକ୍ଷରୁ ଆନ୍ଦୋଳନ, ଧାରଣା , ପ୍ରତିବାଦ ଚାଲିଚି । ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତିି ଥିବା ଅଭିଯୋଗ ଆଣି ବିରୋଧି ଦଳମାନେ ତୁରନ୍ତ ମନ୍ତ୍ରୀଙ୍କୁ
Read More...

ରଙ୍ଗିଆଗୁଡା ଚୋରୀ ଘଟଣାରେ ୪ ଚୋର ଓ ୨ କ୍ରେତାଙ୍କୁ ଗିରଫ, ପ୍ରେସ୍‌ମିଟ୍‌ରେ ସୂଚନା ଦେଲେ ଏସପି

ଦେବଗଡ,୨୬/୧୦- ଦେବଗଡ ଆଦର୍ଶଥାନା ଅନ୍ତର୍ଗତ ରଙ୍ଗିଆଗୁଡା ଅଞ୍ଚଳରୁ ହୋଇଥିବା ଚୋରୀ ଘଟଣା ରହସ୍ୟ ଉନ୍ମୋଚିତ ହୋଇଛି । ଚଳିତ ମାସ ୧୦ ତାରିଖ ଦିନ ରଙ୍ଗିଆଗୁଡା ଅଞ୍ଚଳରେ ରହୁଥିବା କିଶୋର ଚନ୍ଦ୍ର ନନ୍ଦ ଓ ତାଙ୍କ ସ୍ତ୍ରୀ ଶିକ୍ଷୟିତ୍ରୀ ଅନୁସୟା ଦ୍ୱିବେଦୀ କୌଣସି କାର୍ଯ୍ୟରେ ଘରେ ତାଲାପକାଇ
Read More...