୨୦୨୨ରେ ଏହି ଦଳର ନେତୃତ୍ୱ ନେବେ କେଏଲ ରାହୁଲ !

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ୨୦୨୨ ଆଇପିଏଲ ପାଇଁ ଡିସେମ୍ବର ମାସରେ ମେଗା ଅଡିସନ ହେବାର କାର୍ଯ୍ୟକ୍ରମ ରହିଛି । ଅଡିସନ ପୂର୍ବରୁ ପ୍ରତ୍ୟେକ ଦଳ ନିଜର ୪ଜଣ ଖେଳାଳିଙ୍କୁ ରିଟନ କରିବାର ନିୟମ ରହିଛି । ରିଟନ ଖେଳାଳିଙ୍କ ତାଲିକା ନଭେମ୍ବର ୩୦ ତାରିଖ ସୁଦ୍ଧା ଦାଖଲ କରିବାର ନିୟମ
Read More...

ଭାଇ-ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଦ୍ବୟ ଦୂର ସମ୍ପର୍କୀୟ ଭାଇ-ଭଉଣୀ ହୋଇଥିବା ସୂଚନା ।ଖବର ଅନୁଯାୟୀ ଆଜି ସକାଳେ ଗାଁ ପାଖ କେନାଲ ପାର୍ଶ୍ଵ ଆମ୍ବଗଛରୁ
Read More...

ଦେଶରେ ୧୦୦୦ ପୁରୁଷରେ ୧୦୨୦ ମହିଳା, ଜନ୍ମହାର ବି ହ୍ରାସ ପାଇଛି

ନୂଆଦିଲ୍ଲୀ:   ଦେଶରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ହୋଇଛି । ଏବେ ପ୍ରତି ୧୦୦୦ ପୁରୁଷରେ  ମହିଳାଙ୍କ ସଂଖ୍ୟା ରହିଛି ୧୦୨୦ । ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ଏପରି ହୋଇଛି । ଯେତେବେଳେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ୧୦୦୦ ଟପିଛି । ଏନେଇ
Read More...

ଦଳିତ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ଫାଫାମାଉ ଅଞ୍ଚଳରେ ଏକ ଦଲିତ ପରିବାରର ଚାରିଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । କୋଠରୀ ଭିତରେ ଫୁଲଚାନ୍ଦ (୫୦), ତାଙ୍କ ପତ୍ନୀ ମେନୁ (୪୭), ଝିଅ ସପ୍ନା (୧୭) ଏବଂ ପୁଅ ଶିବ (୧୦) କୁରାଢ଼ିରେ ହତ୍ୟା
Read More...

ଶାଶୁଘର ଆଗରେ ମାଣ ବସାଇଲେ ବୋହୂର ଅଧିକାର ପାଇଁ ଧାରଣା ଦେଉଥିବା ମହିଳା

ବ୍ରହ୍ମପୁର: ବୋହୂର ନାର୍ଯ୍ୟ ଅଧିକାର ଦାବି କରି ଗତ ୪ ଦିନ ହେଲା ଶୀତ କାକରରେ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ୱୀନି ଦାସ ଆଜି ବୋହୂର କର୍ତ୍ତବ୍ୟ କରିବାକୁ ଭୁଲି ନାହାନ୍ତି । ବୋହୂମାନେ ଶାଶୁ ଘରେ ମାର୍ଗଶୀର ମାସ ଗୁରୁବାର ପାଳନ କରିବା ନିୟମ ଥିବା ବେଳେ ଘରେ ନ ପଶି ମଧ୍ୟ ଏହି
Read More...

କ୍ରିକେଟ ଖେଳ ଛାଡି ମାଛ ଧରୁଛନ୍ତି ସାମି, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କ୍ରିକେଟ୍‌ ଦଳର ୩୧ ବର୍ଷୀୟ ଅଭିଜ୍ଞ ଫାଷ୍ଟ ବୋଲର ମହମ୍ମଦ ସାମି ଆଜିକାଲି କ୍ରିକେଟ୍‌ ଖେଳ ଛାଡି ଛୁଟିଦିନର ମଜା ନେଉଛନ୍ତି । ଏହି ସମୟରେ, ସେ ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର କିଛି ଚିତ୍ର ସେୟାର କରୁଛନ୍ତି । ଏହି ଅବସରରେ ସେ
Read More...

ମେଘାଳୟ କଂଗ୍ରେସରେ ସଂକଟ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ବିଧାୟକ ଟିଏମ୍‌ସି ହେଲେ ସାମିଲ !

ନୂଆଦିଲ୍ଲୀ : ୧୧ଜଣ କଂଗ୍ରେସ ବିଧାୟକଙ୍କ ସହ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଟିଏମସିରେ ଯୋଗ ଦେଇଛନ୍ତି । ସୂତ୍ରରୁ ପ୍ରକାଶ ଯେ ବିଧାୟକମାନେ ଏ ବାବଦରେ ବାଚସ୍ପତିଙ୍କୁ ଏକ ଚିଠି ଲେଖି ସାରିଛନ୍ତି । କଂଗ୍ରେସ ନେତାଙ୍କ ଏହି ଦଳବଦଳ ପରେ ତୃଣମୂଳ କଂଗ୍ରେସ ରାଜ୍ୟର ମୁଖ୍ୟ
Read More...

କୋଟିଆ ସମସ୍ୟା ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଟିଆ ସମସ୍ୟା ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଓଡିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିଭିନ୍ନ ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତୁରନ୍ତ ଏହାର ସମାଧାନ ଲାଗି ଉଭୟ ରାଜ୍ୟ ସହମତି ପ୍ରକାଶ
Read More...

ନୟାଗଡ ଡିଏଫ୍‌ଓ ଭାବେ ଯୋଗ ଦେଲେ କ୍ଷମା ଷଡଙ୍ଗୀ

ଦଶପଲ୍ଲା :ନୟାଗଡ ବନଖଣ୍ଡକୁ ଆସିଲେ ନୂତନ ବନଖଣ୍ଡ ଅଧିକାରୀ । ଆଇଏଫଏସ୍‌ ଧନରାଜ ଏଚଡିଙ୍କ କେନ୍ଦୁଝର ଜିଲ୍ଲାକୁ ବଦଳି ହୋଇଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ ନୟାଗଡ ବନଖଣ୍ଡର ଅତିରିକ୍ତ ଦାୟୀତ୍ୱ ନେଇଥିଲେ । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଡିଏଫଓ ମାନଙ୍କ
Read More...

ଜୋର୍‌ ଧରିଲା ଅପରେସନ୍‌ ନୀଳ ଜହର, ପୁଣି ନଷ୍ଟ ହେଲା ୧୧କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୧କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ରେବିଙ୍ଗିଆ ପଞ୍ଚାୟତର ସଲାକିଆ ଓ ପଡ଼ିଗାଁ ଅଞ୍ଚଳରେ ୧୧୦ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ ।
Read More...