ଜୁନିୟର ହକି ବିଶ୍ବକପ,ଭାରତୀୟ ଦଳ ଘୋଷଣା

ଭୁବନେଶ୍ବର: ୨୧ବର୍ଷରୁ କମ ଜୁନିୟର ହକି ବିଶ୍ବକପରେ ଭାରତୀୟ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୧୮ ଜଣିଆ ଟିମ ଘୋଷଣା ହୋଇଛି । ଦଳରେ ଓଡିଶାରୁ ଅଛନ୍ତି ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ । ଅଧିନାୟକତ୍ବ କରିବେ ବିବେକ ପ୍ରସାଦ ସାଗର । ନଭେମ୍ବର ୨୪ରେ ପ୍ରଥମ ମ୍ୟାଚ ଫ୍ରାନ୍ସ
Read More...

ଯୁବକର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଧୁମାଭଟା ଓ ହଟ୍‌ କଟ ରାସ୍ତା ମଝିରେ ଏକ ଯୁବକର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବୁଧବାର ରାତିରେ ଧୁମାଭଟା ଓ ହଟ୍‌କଟ ଯିବା ରାସ୍ତାରେ ଯୁବକ ମୃତଦେହ ପାଇଥିବା ସ୍ଥାନୀୟ ଲୋକେ ଦେଖି ବାକୁ
Read More...

ପୋଲିସ ଓ ଅବକାରୀ ବିଭାଗର ଅପରେସନ ନୀଳ ଜହର, ପୁଣି ନଷ୍ଟ ହେଲା ୧୩କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବେଆଇନ୍‌ ଗଞ୍ଜେଇ ଗଛ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ "ଅପରେସନ୍‌ ନୀଳ ଜହର' । ବାଲିଗୁଡ଼ା ଥାନା ଅନ୍ତର୍ଗତ ସାନମାଦିନାଟ ଓ ପଦ୍ମାପଦର ଅଞ୍ଚଳରୁ ପୁଣି ନଷ୍ଟ ହେଲା ୧୩୫ ଏକର ଜମିରେ ହୋଇଥିବା ବେଆଇନ୍‌ ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରିଛି ପୋଲିସ୍‌ ଓ ଅବକାରୀ ବିଭାଗ
Read More...

ମୁଣ୍ଡାପଲାରେ ବିଧାୟକଙ୍କ ଦ୍ୱାରା ନବନିର୍ମିତ ରୋଷେଇ ଘର ଉଦଘାଟିତ

ପାଟଣାଗଡ : ବଳାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଭଇଁଷା ପଞ୍ଚାୟତ ମୁଣ୍ଡାପଳା ଠାରେ ଆମଗାଁ ଆମ ବିକାଶ ଫଣ୍ଡରୁ ନବନିର୍ବିତ ଏକ ରୋଷେଇ ଘର ଉଦଘାଟିତ ହୋଇଛି । ଚାରି ଲକ୍ଷ ଟଙ୍କା ବ୍ୟଜରେ ନିର୍ମିତ ଏହି ରୋଷେଇ ଘରକୁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଉଦଘାଟନ କରିଥିଲେ । ଆୟୋଜିତ
Read More...

ଜବତ୍‌ ହେଲା ମୂଲ୍ୟବାନ କାଠ

ଦଶପଲ୍ଲା : ଚୋରା କାଠ ମାଫିଆଙ୍କ ଚରାଭୂଇଁ ପାଲଟିଯାଇଛି ନୟାଗଡ଼ ବନଖଣ୍ଡର ବିଭିନ୍ନ ବନାଞ୍ଚଳ । ପ୍ରାପ୍ତ ସୂଚନା ଅନୁସାରେ, ନୟାଗଡ ବନଖଣ୍ଡ ଅନ୍ତର୍ଗତ ଓଡଗାଁ ବନାଞ୍ଚଳ ପକ୍ଷରୁ ବୁଧବାର ସନ୍ଧ୍ୟା ସମୟରେ ପାଟ୍ରୋଲିଂକରୁଥିବା ସମୟରେ ବନବିଭାଗ ଗାଡିକୁ ଦେଖି ଏକ ଗାଡି ଦ୍ରୁତ ଗତିରେ ଆଗକୁ
Read More...

ଅଖିଳ ଭାରତ କୃଷକ ସଭାର କର୍ମଶାଳା, ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କରାଯିବ ସଂଗଠନ

ଦଶପଲ୍ଲା : ଦଶପଲ୍ଲାର ଶିକ୍ଷକ ଭବନରେ ଅଖିଳ ଭାରତ କୃଷକ ସଭାର ଦଶପଲ୍ଲା ବ୍ଲକ୍‌ କମିଟି ପକ୍ଷରୁ ବିଭିନ୍ନ ପଞ୍ଚାୟତର କର୍ମୀମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ସଂଗଠନର ବ୍ଲକ୍‌ କମିଟି ସଭାପତି ବ୍ରଜବନ୍ଧୁ ପ୍ରଧାନ ପରିଚାଳନା କରିଥିଲେ । ପ୍ରାରମ୍ଭରେ
Read More...

୭୦ ତମ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତିଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ୭୦ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ପ୍ରଣୀ ସଂପଦ ବିକାଶ ବିଭାଗ ଅନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାମୁଖ୍ୟ
Read More...

ଫାଇନାଲରେ ନ୍ୟୁଜିଲାଣ୍ଡ

ଆବୁଧାବି : ଇଂଲଣ୍ଡ ହାତରୁ ମ୍ୟାଚ ଛଡାଇ ଆଣିଲେ ନିଶାମ ଓ ମିଚେଲ । ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ରୋମାଞ୍ଚକର ଭାବେ ଇଂଲଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଇନିଂସର ଶେଷ ୪ ଓଭରରେ ଖେଳର ଅଲଟପାଲଟ ହୋଇଥିଲା । ୧୬ ଓଭର
Read More...

ପ୍ରାକ୍‌ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ବୈଠକ

ପୁରୀ: ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ଗର୍ଭଧାରଣ ଏବଂ ପ୍ରାକ ପ୍ରସବ ପରୀକ୍ଷଣ ପଦ୍ଧତି ସଂକ୍ରାନ୍ତୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଗର୍ଭଧାରଣ ପୂର୍ବରୁ ବା ପରେ ଲିଙ୍ଗ ନିରୂପଣ ପଦ୍ଧତି ଗୁଡିକର ବ୍ୟବହାର କରି ଲିଙ୍ଗ
Read More...

ଆସନ୍ତାକାଲିଠାରୁ ବୌଦ୍ଧ-କନ୍ଧମାଳରେ ଭଲିବଲ୍‍ ମହାକୁମ୍ଭ

ଭୁବନେଶ୍ୱର, ୧୦ ।୧୧: କନ୍ଧମାଳ ସଂସଦୀୟ କ୍ଷେତ୍ରର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୬୯ତମ ରାଜ୍ୟସ୍ତରୀୟ ଭଲିବଲ୍‍ ଚାମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି । ଓଡ଼ିଶା ସରକାର, କିଟ୍‍ ଓ କିସ୍‍ର ଆର୍ଥିକ ସହାୟତା, କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ସଭାପତି ଅଚ୍ୟୁତ ସାମନ୍ତଙ୍କ
Read More...