ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା,ଦୁଇ ସେବାୟତଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ
ପୁରୀ : ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଦୁଇ ସେବାୟତଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଗୁରୁତର ଆହତ । ଗୁରୁତର ଆହତ ସେବାୟତ ଜଣକ ହେଲେ ବିଶ୍ୱନାଥ ଖୁଣ୍ଟିଆ । ଆକ୍ରମଣରେ ବିଶ୍ୱନାଥଙ୍କ ନାକ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହି ଘଟଣା!-->…
Read More...
Read More...