ଆଜି ରଥାରୂଢ଼ ଠାକୁରଙ୍କୁ ଅର୍ପଣ ହେବ ଅଧର ପଣା ଭୋଗ, ଶ୍ରୀକ୍ଷେତ୍ର ଜମିଲାଣି ଭକ୍ତଙ୍କ ଗହଳି
ପୁରୀ: ସୋମବାର ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ହେବ । ଠାକୁରଙ୍କ ମଧ୍ୟାହ୍ନ ଧୂପ ସରିଲେ ଏହି ନୀତି ହେବ । ଅଧର ନୀତି ରାତି ୮ଟାରେ ସମ୍ପନ୍ନ କରାଯିବାକୁ ପ୍ରଶାସନିକ ସମୟ ଧାର୍ଯ୍ୟ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି!-->…
Read More...
Read More...