ପୁରୀ ପୁଲିସ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରରେ ପିଙ୍କି ହେଲ୍ପ ଡେସ୍କ”ର ଆରମ୍ଭ
ପୁରୀ: ଶ୍ରୀଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷେ ଲକ୍ଷେ ଭକ୍ତ ଓ ପର୍ଯ୍ୟଟକ ପହଞ୍ଚନ୍ତି, ଯାହା ମଧ୍ୟରୁ ବଡ଼ ଅଂଶ ହେଉଛନ୍ତି ମହିଳା ଓ ପରିବାର ବଳ। ସେମାନଙ୍କ ସୁରକ୍ଷା, ସୁବିଧା ଓ ଆଶ୍ବାସନ ପାଇଁ ପୁରୀ ଜିଲ୍ଲା ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି - "ପିଙ୍କି ହେଲ୍ପ ଡେସ୍କ"ର ପ୍ରଥମ!-->…
Read More...
Read More...