ଖଜୁରିପଡା ଥାନା ଅଧିକାରୀଙ୍କ ବଦଳି ଦାବି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ଦବଙ୍ଗଗିରି ଅତିଷ୍ଠ ହୋଇ ରବିବାର ସଂଧ୍ୟାରେ ଶତାଧିକ ଉତ୍ତ୍ୟକ୍ତ ଲୋକ ବ୍ୟବସାୟୀମାନେ ପାତ୍ରଙ୍କ ତୁରନ୍ତ ବଦଳି ଦାବୀ କରି ଖଜୁରୀପଡ଼ାଠାରେ ଫୁଲବାଣୀ-ଭୁବନେଶ୍ୱର ମୁଖ୍ୟରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା
Read More...

ପୌରସଂସ୍ଥା ପକ୍ଷରୁ ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳିତ

ପୁରୀ: ପୁରୀ ପୌରସଂସ୍ଥା ପକ୍ଷରୁ ଆଜାଦିର ଅମୃତ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ପାଳିତ ଉକ୍ତ ସପ୍ତାହରେ ସମସ୍ତ ୩୨ଟି ୱାର୍ଡରେ ସଫେଇ କାର୍ଯ୍ୟକ୍ରମ, ସ୍ୱଚ୍ଛତା ପଦଯାତ୍ରା, କୁଇଜ ପ୍ରତିଯୋଗିତା, ସଭାସମିତି, ହାନିକାରକ
Read More...

ପିପିଲି ଉପନିର୍ବାଚନରେ ବିଜେଡିର ବାଜିମାତ

ପୁରୀ,୩/୧୦- ପିପିଲି ଉପନିର୍ବାଚନରେ ବିଜେଡିର ବାଜିମାତ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ୨୦୯୧୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରୁଦ୍ର ୯୬୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୬୦୫୬ ଭୋଟ ପାଇଛନ୍ତି । ସମୁଦାୟ ୨୫ ରାଉଣ୍ଡ ଭୋଟ ଗଣତି ହୋଇଥିବାବେଳେ ରୁଦ୍ର ପ୍ରଥମ ରାଉଣ୍ଡରୁ
Read More...

ଛାତ୍ରଛାତ୍ରୀମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

ପୁରୀ,୩/୧୦- ଆଜି ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଗଙ୍ଗାଧର ନୋଡାଲ ବିଦ୍ୟାପୀଠର ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀ ନିଳାଦ୍ରୀ ବେଳାଭୂମିରୁ ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ବର୍ଜ୍ୟବସ୍ତୁ
Read More...

ପ୍ରତିଭା ଅନ୍ୱେଷଣ ଶିବିର ଅନୁଷ୍ଠିତ

ପୁରୀ,୩/୧୦- ଭାରୋତ୍ତୋଳନ ନିମନ୍ତେ ପ୍ରତିଭା ଅନ୍ୱେଷଣ ଦୁଇଦିନିଆ ଶିବିର ଅନୁଷ୍ଠିତ ହୋଇଛି । ସମୁଦ୍ରକୂଳ ନିକଟସ୍ଥ ଓଡିଶା ଜାତୀୟ ବ୍ୟାୟାମ କ୍ରୀଡା ପରିଷଦ ଠାରେ ଏହି ଶିବିର ଆରମ୍ଭ ହୋଇଛି । ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଏହି ପ୍ରତିଭା ଅନ୍ୱେଷଣ ଶିବିର ଆୟୋଜନ କରାଯାଇଛି । ଜାଗା ଆଖଡାରେ
Read More...

କନ୍ଧମାଳରେ ପ୍ରତିଷ୍ଠା ହେବ ରାଜ୍ୟସ୍ତରୀୟ ଭଲିବଲ ଏକାଡେମୀ

ଫୁଲବାଣୀ,୩/୧୦- ଓଡିଶା ଭଲିବଲ୍‌ ଆସୋସିଏସନ୍‌ର ବାର୍ଷିକ ସାଧାରଣ ତଥା କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଆଜି ୩ଟା ସମୟରେ କଟକ ବାରବାଟି ଷ୍ଟାଡିୟମ୍‌, ଓସିଏ କନଫରେନ୍ସ ହଲ୍‌ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଡକ୍ଟର ଗଗନେନ୍ଦୁ ଦାଶ, ହୋନିଙ୍କ ଉପସ୍ଥିତିରେ ଅଭିଏର
Read More...

ପ୍ରଧାନମନ୍ତ୍ରୀ ବନ ଧନ ବିକାଶ ଯୋଜନାର ତାଲିମ ଶିବିରରେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ

ବାଲିଗୁଡ଼ା,୩/୧୦- ଭାରତ ସରକାରଙ୍କ ନିତି ଆୟୋଗ ଦ୍ୱାରା ପରିଚାଳିତ ଟ୍ରାଇଫେଡ(ଟ୍ରାଇବଲ କୋପରେଟିଭ ମାର୍କେଟିଙ୍ଗ ଡେଭଲୋପମେଣ୍ଟ ଫେଡରେସନ ଅଫ ଇଣ୍ଡିଆ)ସଂସ୍ଥା ଆନୁକୂଲ୍ୟରେ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳ ର ସରାମୁଳି ପଞ୍ଚାୟତରେ ଗତ କିଛିଦିନ ହେଲା ପ୍ରଧାନମନ୍ତ୍ରୀ ବନଧନ ଯୋଜନାର ତାଲିମ
Read More...

ସୁବର୍ଣ୍ଣପୁରରେ ଆଇନ ସଚେତନତା ରାଲି ଅନୁଷ୍ଠିତ

ସୁବର୍ଣ୍ଣପୁର, ୩/୧୦- ନାଳସାର ଆଦେଶକ୍ରମେ ତଥା ଜିଲ୍ଲା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଅରୁଣ କୁମାର ମଲ୍ଲିକଙ୍କ ନିର୍ଦ୍ଦେର୍ଶକ୍ରମେ ଏକ ଆଇନ ସଚେତନତା ରାଲି ସୁବର୍ଣ୍ଣପୁର ଜିଲ୍ଲା କୋର୍ଟ ଠାରୁ ଆରମ୍ଭ ହୋଇଯାଇଛି । ଆଜାଦି କା ଅମୃତ ମହୋତ୍ସବର ଏକ
Read More...

ଉତ୍କଳ କୋରାଟେ ସ୍କୁଲର ବାର୍ଷିକ ଗ୍ରେଡିଙ୍ଗ ଟେଷ୍ଟ କାର୍ଯ୍ୟକ୍ରମ

ଘୁ.ଉଦୟଗିରି,୩/୧୦- ଟିକାବାଲି କୋରାଟେ ସ୍କୁଲର ବାର୍ଷିକ ଗ୍ରେଡିଙ୍ଗ ଟେଷ୍ଟ ଅନୁଷ୍ଟିତ ହୋଇଯାଇଛି । ଉତ୍କଳ କୋରାଟେ ସ୍କୁଲର ଚିପ ଇନଷ୍ଟ୍ରକଟର ତଥା ଡାଇରେକ୍ଟର ଜୁନେଷ ଦିଗାଲଙ୍କ ତତ୍ତ୍ୱାବଧାନରେ ଏହି ଗ୍ରେଡିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
Read More...

ମନୋଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

ଦେବଗଡ଼,୩ା୧୦ : ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ମନୋରମା କ୍ଲବ୍‌ ଆନୁକୁଲ୍ୟରେ ଦୁଇ ଦିନ ଧରି ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡ଼ିୟମ ଠାରେ ଚାଲିଥିବା ମନୋଜ ମେମୋରିଆଲ ଟୁର୍ଣ୍ଣାମେଂଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟର ଫାଇନାଲ ମ୍ୟାଚ୍‌ରେ କୁଣ୍ଡାପିଠା ଓ ସୁଗୁଡ଼ା ଟିମ୍‌
Read More...