୬୯ତମ ରାଜ୍ୟ ମହିଳା ଭଲିବଲ: ଇଷ୍ଟକୋଷ୍ଟ ରେଲୱେ ଚଂପିଆନ

ବୌଦ୍ଧ,୧୩/୧୧- ଗତ ୧୧ ତାରିଖ ଠାରୁ ବୌଦ୍ଧରେ ଆରମ୍ଭ ହୋଇଥିବା ୬୯ ତମ ରାଜ୍ୟ ମହିଳା ଭଲିବଲ ଚଂପିଆନସିପ ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ
Read More...

ସୁବର୍ଣ୍ଣପୁରରେ ଶିଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

ସୁବର୍ଣ୍ଣପୁର,୧୩/୧୧- ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ , ଆଇଏଏସଙ୍କ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି
Read More...

ଆସନ୍ତାକାଲି ଉଦଘାଟନ ହେବ ବୌଦ୍ଧର ୧୦ଟି ୫ଟି ରୂପାନ୍ତରୀତ ହାଇସ୍କୁଲ

ବୌଦ୍ଧ,୧୩/୧୧- ଆମ ବୌଦ୍ଧଜ଼ିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ୫ ଟି ସ୍କୁଲ ମିଳିଥିଲା । ଯାହାକି ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ ହୋଇଥିବାରୁ ଆସନ୍ତାକାଲି ୧୪ତାରିଖ (ରବିବାର ) ଦିନ ତାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବା ରାଜ୍ୟ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ୩୨ ଗୋଟି
Read More...

ବୌଦ୍ଧରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ

ବୌଦ୍ଧ,୧୩/୧୧- ଆଜି ସ୍ଥାନୀୟ ଟାଉନହଲ ଠାରେ ଆଇନ ସମ୍ବନ୍ଧିତ ଏକ ମେଗା ଶିବିର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନସେବା ପ୍ରାଧିକରଣର ତତ୍ତ୍ୱାବଧାନରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଜଜ୍‌ ତଥା
Read More...

ଲଘୁଚାପ ବର୍ଷାରେ ପୁରୀ ସହର ବେହାଲ

ପୁରୀ : ଲଘୁଚାପ ବର୍ଷା ଯୋଗୁଁ ପୁରୀରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ପୁରୀ ସହର ଅନେକ ଅଞ୍ଚଳରେ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବଡ଼ ଦାଣ୍ଡ ରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ପୁରୀ ସହରବାସୀ, ପର୍ଯ୍ୟଟକ ଯାତାୟାତରେ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି । ଅନେକ
Read More...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ଧର୍ମଘଟ ସଫଳ

ଭୁବନେଶ୍ୱର:ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଥିବା ୬ ଘଂଟିଆ ଧର୍ମଘଟ ସଫଳ ହୋଇଛି । ମମିତା ମେହେରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି
Read More...

କଂଗ୍ରେସର ହରତାଳ ‘ଜୋକ୍‍’ରେ ପରିଣତ ହୋଇଛି: ବିଜେଡି

ଭୁବନେଶ୍ୱର: ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକ୍‍ରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ୪.୫ କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।
Read More...

ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଆମେ ବଦ୍ଧପରିକର : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ ସମେତ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଭାରତ ସରକାର ବଦ୍ଧପରିକର ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଡିପ୍ଲୋମାଟିକ୍‌ କନକ୍ଲେଭରେ
Read More...

ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତା ଉଦଘାଟିତ

ଫୁଲବାଣୀ: ଗୁରୁବାର ସଂଧ୍ୟାରେ ଫୁଲବାଣୀ ସ୍ଥିତ କରୋନେସନ ପଡିଆ ଠାରେ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ କନ୍ଧମାଳ ସାଂସଦ ତଥା ସର୍ବଭାରତୀୟ ଭଲିବଲ ଫେଡରେସନ ସଭାପତି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିବା ସହ ଖେଳ
Read More...

୧୨ ତମ ମା ମାହେଶ୍ୱରୀ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଉଦଘାଟିତ: ପଞ୍ଚରା ଓ ବାବା ବିଶ୍ୱନାଥ କ୍ଳବ ବିଜୟୀ

ଜହ୍ନ ।ପଙ୍କ,୧୨/୧୧ :ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡିଆରେ ୧୨ ତମ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ ଗିର ।ସିଙ୍ଗା ଓ ପଞ୍ଚରା ମଧ୍ୟରେ ହୋଇଥିଲା । ଏଥିରେ ପଞ୍ଚରା ଦଳ ୩ ଗିରାଶିଙ୍ଗା ୨ ଗୋଲ କରିଥିଲେ । ଫଳରେ ପଞ୍ଚରା ବିଜୟୀ
Read More...