କଂଗ୍ରେସ ନେତାଙ୍କୁ ଜିଲ୍ଲା ଦାୟିତ୍ୱ, କାହାକୁ ମିଳିଲା କେଉଁ ଜିଲ୍ଲା ଜାଣନ୍ତୁ

0 1,809

ଭୁବନେଶ୍ୱର : ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବାପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି, ସାଧାରଣ ସଂପାଦକ , କାର୍ଯ୍ୟକାରୀ କମିଟି ସଦସ୍ୟ ଓ ସଂପାଦକମାନଙ୍କ ମଧ୍ୟରେ ଜିଲ୍ଲା ଦାୟିତ୍ୱ ବଣ୍ଟନ କରିଛନ୍ତି ।
ଏହି କ୍ରମରେ ଅନୁଗୁଳ ଜିଲ୍ଲା ନିମନ୍ତେ ସାଧାରଣ ସଂପାଦକ ବିଶ୍ୱଭୂଷଣ ଦାସ ଓ ସଂପାଦକ ସୁରେଶ ପାଣିଗ୍ରାହୀଙ୍କୁ ଦାୟୀତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ନିମନ୍ତେ ସାଧାରଣ ସଂପାଦକ ଅଶୋକ କୁମାର ଦାସ ଓ ସଂପାଦକ. ମନୋଜ କୁମାର ବିଶ୍ୱାଳ, ବରଗଡ-ସାଧାରଣ ସଂପାଦକ ରାଜକିଶୋର ଷଢଙ୍ଗୀ ଓ ସଂପାଦକ ମାନସ ଆଚାର୍ଯ୍ୟ, ଭଦ୍ରକ –ସତ୍ୟଶିବ ଦାସ, ସଂପାଦକ. ସଗ୍ରାମ କେଶରୀ ଦାସ, ଭୁବନେଶ୍ୱର- ଉପସଭାପତି ଗଣେଶ୍ୱର ବେହେରା ଓ ସଂପାଦକ ଶାନ୍ତାୟନ ମିଶ୍ର, ବଲାଙ୍ଗିର-କାର୍ଯ୍ୟକାରୀ କମିଟି ସଭ୍ୟ ସତ୍ୟଭୂଷଣ ସାହୁ ଓ ସଂପାଦକ ସୀମାଂଚଳ ଉଲ୍ଲାକା, ବୌଦ୍ଧ – ସାଧାରଣ ସଂପାଦକ ଆଶଫ ଅଲ୍ଲି ଖାନ ଓ ସଂପାଦକ ସୂର୍ଯ୍ୟକାନ୍ତି ବାଗ ଏବଂ ସଂପଦକ ଗୌର ନାୟକ, କଟକ- ସାଧାରଣ ସଂପାଦକ ସତ୍ୟପ୍ରକାଶ ନାୟକ ଓ ସଂପାଦକ ଉମେଶ ଜେନା ଏବଂ ସଂପାଦକ ପ୍ରତିମା ମଲ୍ଲିକ, କଟକ ନଗର- ଉପ ସଭାପତି ଯଜେ୍ଞଶ୍ୱର ବାବୁ ଓ ସଂପାଦକ ଶ୍ରୀୟା ମହାନ୍ତି, ଦେଓଗଡ- ଉପ ସଭାପତି ରତ୍ନମଣି ଉଲ୍ଲାକା ଓ ସଂପାଦକ ଦୁର୍ଗା ପାଢୀ, ଢେଙ୍କାନାଳ- ଉପ ସଭାପତି ସୁରେଶ ମହାପାତ୍ର ଓ ସଂପାଦକ ବିଜୟାନନ୍ଦ ଚାଉଳିଆ, ଗଜପତି – ସାଧାରଣ ସଂପାଦକ ଲଲାଟେନ୍ଦୁ ମହାପାତ୍ର ଓ ସଂପାଦକ ନଳିନୀ ସ୍ୱାଇଁ, ଗଞ୍ଜାମ-(ବ୍ରହ୍ମପୁର ଲୋକସଭା)- ଉପ ସଭାପତି ଶିବାନନ୍ଦ ରାୟ ଓ ସଂପାଦକ ଲିଙ୍ଗରାଜ ସାହୁ, (ଆସ୍କା ଲୋକସଭା) – ସାଧାରଣ ସଂପାଦକ କିଶୋର ଜେନା ଓ ସଂପାଦକ କୈଳାସ ମୁଖି ଏବଂ ହେମରାଜ ବାଗ, ଜଗତସିଂହପୁର- ଉପ ସଭାପତି ଭୂଜବଳ ମାଝୀ ଓ ସଂପାଦକ ମନୋଜ ସାହୁ, ଯାଜପୁର- ସାଧାରଣ ସଂପାଦକ ରଜତ ଚୌଧୁରୀ ଓ ସଂପାଦକ ନସିର ଅହମ୍ମଦ ଖାନ, ଝାରସୁଗୁଡା – ସଂପାଦକ ସସ୍ମତା ଦେହୁରୀ ଓ ସଂପଦାକ ଦୁଲାଲ ଚନ୍ଦ୍ର ପ୍ରଧାନ, କଳହାଣ୍ଡି – ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ଓ ସଂପାଦକ ମୁକେଶ ଜେନ, କନ୍ଧମାଳ- ସାଧାରଣ ସଂପାଦକ ବିସ୍ମୟ ମହାପାତ୍ର ଓ ସଂପାଦକ ହୁସେନ ଖାନ, କେନ୍ଦ୍ରାପଡା- କାର୍ଯ୍ୟକାରୀ କମିଟି ସଦସ୍ୟ ପଂଚାନନ କାନୁନଗୋ ଓ ସଂପାଦକ ବିଳ୍ପବ ଚୌଧୁରୀ, କେନ୍ଦୁଝର- ଉପ ସଭାପତି ସରସ୍ୱତୀ ହେମ୍ରମ ଓ ସଂପାଦକ ସନ୍ତୋଷ ନନ୍ଦ ଏବଂ ସଂପାଦକ ସମ୍ଭୁନାଥ ପାଣିଗ୍ରାହୀ, ଖୋର୍ଦ୍ଧା – ସାଧାରଣ ସଂପାଦକ ରବି ରାୟ, ଓ ସଂପାଦକ ଦରିଦ୍ର ନାରାୟଣ ନାୟକ, କୋରାପୁଟ- ଉପ ସଭାପତି ଦେବାଶିଷ ପଟ୍ଟନାୟକ ଓ ସଂପାଦକ ମହମ୍ମଦ ସବିର ଏବଂ ସଂପାଦକ ପ୍ରଭାସ କର ମହାପାତ୍ର, ମାଲକାନଗିରି- ଉପ ସଭାପତି ସଦନ ନାୟକ ଓ ସଂପାଦକ ଶଶିଭୂଷଣ ପାତ୍ର, ମୟୁରଭଞ୍ଜ- ସାଧାରଣ ସଂପାଦକ ଅରିନ୍ଦମ ସର୍କେଲ ଓ ସଂପାଦକ ବିଜନ ନାୟକ, ସଂପାଦକ ମଧୁସ୍ମିତା ସେଠୀ ଏବଂ ସଂପାଦକ ଦିଲ୍ଲୀପ ବେହେରା, ନବରଙ୍ଗପୁର- ଉପ ସଭାପତି ଦେବାଶିଷ ପଟ୍ଟନାୟକ ଓ ସଂପାଦକ କୃଷ୍ଣଚନ୍ଦ୍ର ନେପାକ, ନୟାଗଡ- ସାଧାରଣ ସଂପାଦକ ରବିନ୍ଦ୍ର ମଲ୍ଲିକ ଓ ସଂପାଦକ ଚନ୍ଦ୍ରଶେଖର ପରିଡା, ନୂଆପଡା- ଉପ ସଭାପତି ନକୁଳ ନାୟକ ଓ ସଂପାଦକ ତରୁଣ ମାଝୀ, ପୁରୀ- ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସଂପାଦକ ଅମୀୟ ପାଣ୍ଡବ, ରାୟଗଡା- ଉପ ସଭାପତି ସନ୍ତୋଷ ସିଂ ସାଲୁଜା ଓ ସଂପାଦକ ସଂଜୟ କୁମାର ଅଧିକାରୀ, ରାଉରକେଲା- ସାଧାରଣ ସଂପାଦକ ଆଲୋକ ମିଶ୍ର ଓ ସଂପାଦକ ମହେନ୍ଦ୍ର କୁମାର ନାୟକ, ସମ୍ବଲପୁର- କାର୍ଯ୍ୟକାରୀ କମିଟି ସଦସ୍ୟ ଉମାଶଙ୍କର ପଣ୍ଡା ଓ ସଂପାଦକ ସରୋଜ ପ୍ରଧାନ ଏବଂ ସଂପାଦକ ସୁକାନ୍ତି ଦାସ, ସୁବର୍ଣ୍ଣପୁର- ସାଧାରଣ ସଂପାଦକ ନାରୟଣ ଜେନା ଓ ସଂପାଦକ ସୁବ୍ରତ ମହାପାତ୍ର ଏବଂ ସୁନ୍ଦରଗଡ ଜିଲ୍ଲା ନିମନ୍ତେ ସାଧାରଣ ସଂପାଦକ ସଂଗ୍ରାମ ମିଶ୍ର ଓ ସଂପାଦକ ପ୍ରିୟଜିତ ରାୟ ଏବଂ ସଂପାଦକ ପ୍ରଦୀପ ମହାପାତ୍ରଙ୍କୁ ଶ୍ରୀ ପଟ୍ଟନାୟକ ଦାୟୀତ୍ୱ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nine + 14 =