ସିରିଜ ପୋଛିନେଲା ଭାରତ,ତୃତୀୟ ଟି-୨୦ରେ ବି ହାରିଲା ନ୍ୟୁଜିଲାଣ୍ଡ
କୋଲକାତା: ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ ଦମ୍ଦାର ପ୍ରଦର୍ଶନ କରିଛି। ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲାରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଉନ୍ନତ ପ୍ରଦର୍ଶନ କରିଛି। ଫଳରେ ଟିମ୍ ଇଣ୍ଡିଆ ଅତିଥି ଦଳକୁ ୭୩ ରନ୍ରେ ପରାସ୍ତ କରିଛି।!-->…
Read More...
Read More...