ପ୍ରତିଭା ଅନ୍ୱେଷଣ ଶିବିର ଅନୁଷ୍ଠିତ

ପୁରୀ,୩/୧୦- ଭାରୋତ୍ତୋଳନ ନିମନ୍ତେ ପ୍ରତିଭା ଅନ୍ୱେଷଣ ଦୁଇଦିନିଆ ଶିବିର ଅନୁଷ୍ଠିତ ହୋଇଛି । ସମୁଦ୍ରକୂଳ ନିକଟସ୍ଥ ଓଡିଶା ଜାତୀୟ ବ୍ୟାୟାମ କ୍ରୀଡା ପରିଷଦ ଠାରେ ଏହି ଶିବିର ଆରମ୍ଭ ହୋଇଛି । ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଏହି ପ୍ରତିଭା ଅନ୍ୱେଷଣ ଶିବିର ଆୟୋଜନ କରାଯାଇଛି । ଜାଗା ଆଖଡାରେ
Read More...

କନ୍ଧମାଳରେ ପ୍ରତିଷ୍ଠା ହେବ ରାଜ୍ୟସ୍ତରୀୟ ଭଲିବଲ ଏକାଡେମୀ

ଫୁଲବାଣୀ,୩/୧୦- ଓଡିଶା ଭଲିବଲ୍‌ ଆସୋସିଏସନ୍‌ର ବାର୍ଷିକ ସାଧାରଣ ତଥା କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଆଜି ୩ଟା ସମୟରେ କଟକ ବାରବାଟି ଷ୍ଟାଡିୟମ୍‌, ଓସିଏ କନଫରେନ୍ସ ହଲ୍‌ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଡକ୍ଟର ଗଗନେନ୍ଦୁ ଦାଶ, ହୋନିଙ୍କ ଉପସ୍ଥିତିରେ ଅଭିଏର
Read More...

ପ୍ରଧାନମନ୍ତ୍ରୀ ବନ ଧନ ବିକାଶ ଯୋଜନାର ତାଲିମ ଶିବିରରେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ

ବାଲିଗୁଡ଼ା,୩/୧୦- ଭାରତ ସରକାରଙ୍କ ନିତି ଆୟୋଗ ଦ୍ୱାରା ପରିଚାଳିତ ଟ୍ରାଇଫେଡ(ଟ୍ରାଇବଲ କୋପରେଟିଭ ମାର୍କେଟିଙ୍ଗ ଡେଭଲୋପମେଣ୍ଟ ଫେଡରେସନ ଅଫ ଇଣ୍ଡିଆ)ସଂସ୍ଥା ଆନୁକୂଲ୍ୟରେ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳ ର ସରାମୁଳି ପଞ୍ଚାୟତରେ ଗତ କିଛିଦିନ ହେଲା ପ୍ରଧାନମନ୍ତ୍ରୀ ବନଧନ ଯୋଜନାର ତାଲିମ
Read More...

ସୁବର୍ଣ୍ଣପୁରରେ ଆଇନ ସଚେତନତା ରାଲି ଅନୁଷ୍ଠିତ

ସୁବର୍ଣ୍ଣପୁର, ୩/୧୦- ନାଳସାର ଆଦେଶକ୍ରମେ ତଥା ଜିଲ୍ଲା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଅରୁଣ କୁମାର ମଲ୍ଲିକଙ୍କ ନିର୍ଦ୍ଦେର୍ଶକ୍ରମେ ଏକ ଆଇନ ସଚେତନତା ରାଲି ସୁବର୍ଣ୍ଣପୁର ଜିଲ୍ଲା କୋର୍ଟ ଠାରୁ ଆରମ୍ଭ ହୋଇଯାଇଛି । ଆଜାଦି କା ଅମୃତ ମହୋତ୍ସବର ଏକ
Read More...

ଉତ୍କଳ କୋରାଟେ ସ୍କୁଲର ବାର୍ଷିକ ଗ୍ରେଡିଙ୍ଗ ଟେଷ୍ଟ କାର୍ଯ୍ୟକ୍ରମ

ଘୁ.ଉଦୟଗିରି,୩/୧୦- ଟିକାବାଲି କୋରାଟେ ସ୍କୁଲର ବାର୍ଷିକ ଗ୍ରେଡିଙ୍ଗ ଟେଷ୍ଟ ଅନୁଷ୍ଟିତ ହୋଇଯାଇଛି । ଉତ୍କଳ କୋରାଟେ ସ୍କୁଲର ଚିପ ଇନଷ୍ଟ୍ରକଟର ତଥା ଡାଇରେକ୍ଟର ଜୁନେଷ ଦିଗାଲଙ୍କ ତତ୍ତ୍ୱାବଧାନରେ ଏହି ଗ୍ରେଡିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି
Read More...

ମନୋଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

ଦେବଗଡ଼,୩ା୧୦ : ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ମନୋରମା କ୍ଲବ୍‌ ଆନୁକୁଲ୍ୟରେ ଦୁଇ ଦିନ ଧରି ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡ଼ିୟମ ଠାରେ ଚାଲିଥିବା ମନୋଜ ମେମୋରିଆଲ ଟୁର୍ଣ୍ଣାମେଂଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟର ଫାଇନାଲ ମ୍ୟାଚ୍‌ରେ କୁଣ୍ଡାପିଠା ଓ ସୁଗୁଡ଼ା ଟିମ୍‌
Read More...

ଆନ୍ଧ୍ରପ୍ରଦେଶରୁ ଦାଦନ ଶ୍ରମିକଙ୍କ ମୃତଦେହ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର

ବୌଦ୍ଧ,୩/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ଟିକୁନୁ ସେଠୀ ଗତ ୩ମାସ ତଳେ ଆନ୍ଧ୍ରପ୍ରଦେଶକୁ କାମ ପାଇଁ ଯାଇଥିଲେ । ସେଠାରେ ପଶ୍ଚିମ ଗୋଦାବରୀ ଜିଲ୍ଲାର ବିଭାବରମରେ ଦାଦର ଏକ୍ସପୋର୍ଟ ନାମକ ଏକ କଂପାନୀରେ କାମ କରୁଥିଲେ । ଗତ ସେପ୍ଟେମ୍ବର ୩୦ ତାରିଖ ସକାଳେ କଂପାନୀର ହଷ୍ଟେଲରେ
Read More...

ବୌଦ୍ଧ ଏନଏସି ତରଫରୁ ସଫାଇ ମିତ୍ର ସମ୍ମାନ ସମାରୋହ ଓ ବଡାଖାନା କାର୍ଯ୍ୟକ୍ରମ

ବୌଦ୍ଧ,୩/୧୦- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ସପ୍ତାହର ଶେଷ ଦିନରେ ସଫାଇ ମିତ୍ର ସମ୍ମାନ ସହ ବଡାଖାନା କାର୍ଯ୍ୟକ୍ରମ ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜ଼ିଲ୍ଲାପାଳ ଲଲାଟେନ୍ଦୁ
Read More...

ପାଟଣାଗଡ଼ ଲ ।ୟନ୍ସ ଭୋକେସନାଲ ସ୍କୁଲ ପରିସରରେ ଗାନ୍ଧୀ ଜୟନ୍ତୀ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ପାଟଣାଗଡ,୨/୧୦- ଆଜି ପାଟଣାଗଡ଼ ସ୍ଥିତ ଲ ।ୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଲାୟନ୍ସ କ୍ଲବର୍‌ ସଦସ୍ୟ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ସ୍କୁଲ ସଭାପତି ଓ
Read More...

କୁନି କୁନି ପିଲାମାନେ ପାଳିଲେ ଗାନ୍ଧିଜୀଙ୍କ ଜନ୍ମଜୟନ୍ତୀ

ଫୁଲବାଣୀ,୨/୧୦- କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଅରବିନ୍ଦ ନଗର ଅଙ୍ଗନବାଡି କେନ୍ଦ୍ରରେ ଜାତିରପିତା ମହାତ୍ମାଗାନ୍ଧୀଙ୍କ ୧୫୨ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ଓ ସମାଜସେବୀ ସତ୍ୟନାରାୟଣ ବେହେରା, ସାମ୍ବାଦିକ ରମେଶ ଚନ୍ଦ୍ର
Read More...