ବ୍ରହ୍ମପୁର ଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
ଗଞ୍ଜାମ ,୨୭/୯- ଆଜି ବିଶ୍ୱପର୍ଯ୍ୟଟନ ଦିବସ ଦି ମୟୂରୀ ସମିଳନୀ କକ୍ଷ ବ୍ରହ୍ମପୁର ଠାରେ ପାଳନ ହୋଇଯାଇଛି । ସରକାରଙ୍କ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଇ ଏଥିରେ ଦୈ÷ନିକ ଖବର କାଗଜ ଦୈନିକଆଶା , ପର୍ଯ୍ୟଟନ ଭାରତ ,ଓ.ଆଇ.ସି, ଏବଂ ଗଂଜାମ ଜିଲ୍ଲା ହୋଟେଲ ସଂଘ ମିଳିତ ଆନୁକୂଲ୍ୟରେ "ସାମାଜିକ!-->…
Read More...
Read More...