ଏବିଭିପି ପକ୍ଷରୁ ଘୁ.ଉଦୟଗିରିଠାରେ ନଗର ସମ୍ମିଳନୀ ଅନୁଷ୍ଠିତ
ଫୁଲବାଣୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଠାରେ ନଗର ସମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ବିଭାଗ ସଂଗଠନ ସମ୍ପାଦକ ମିଲନ ମହାପାତ୍ର ଉପସ୍ଥିତ ରହି ନୂତନ ନଗର କାର୍ଯ୍ୟକାରିଣୀ ଘୋଷଣା କରିଥିଲେ ।ନଗର ସଭାପତି ଅନନ୍ତ ଅନୁରୂପ ବେହେରା ନଗର!-->…
Read More...
Read More...