ଦଳୀୟ ପତାକାକୁ ରାସ୍ତା କାମରେ ସୂଚନା ସଂକେତ ଭାବେ ବ୍ୟବହାର କରୁଛି ଠିକା ସଂସ୍ଥା, ବିଜେଡି କର୍ମୀଙ୍କ ମଧ୍ୟରେ…

ପାଟଣାଗଡ଼ : ବଲାଙ୍ଗିର ଜଲ୍ଲା ପାଟଣାଗଡ ସହରରେ କିଛି ଦିନ ହେବ ଜିଓ କେବୁଲ କାମ ଚାଲିଛି । ଏହି ପରିପ୍ରେକ୍ଷୀରେ ଏକ ଅଭାବନୀୟ ଘଟଣା କଲେଜ ଛକରୁ ବାଲିକା ହାଇସ୍କୁଲ ମଧ୍ୟରେ ଥିବା ଦେଖିବାକୁ ମିଲିଛି । ଅନେକ ସ୍ଥାନରେ ରାସ୍ତା ମରାମତି ବା ରାସ୍ତା କଡରେ ଗାତ ଖୋଲା ହେଲେ ବିପଦ ସଙ୍କେତ ପାଇଁ
Read More...

କୈଶୋର ଓ ପୋଷଣ : କିଛି  ସ୍ଥିତି,ତଥ୍ୟ ଏବଂ ପ୍ରସ୍ତାବ

ପ୍ରତି ବର୍ଷ ପରି ଚଳିତ ବର୍ଷ ସାରା ଭାରତରେ ପାଳନ କରାଯାଉଛି ପୋଷଣ ମାସ ଓ ଏଥି ପାଇଁ ମହିଳା ଏବଂ ଶିଶୁ ବିଭାଗ ତରଫରୁ ରହିଛି ସ୍ୱତନ୍ତ୍ର ପ୍ରସ୍ତୁତି |ଯଦି ଆମେ ଆମ ରାଜ୍ୟର କିଶୋର କିଶୋରୀ ମାନଙ୍କ ସ୍ୱାସ୍ଥ୍ୟର ବିଚାର କରିବା ତେବେ ଆମେ ଜାଣିପାରିବ ଯେ ଭାରତର  ଜାତୀୟ ପରିବାର ସ୍ୱାସ୍ଥ୍ୟ
Read More...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାରଦୀୟ ପାର୍ବଣର ଶୋଳପୂଜା

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଶୋଳପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ
Read More...

ନେସନାଲ୍ କ୍ରସ୍ ଅଭିନେତ୍ରୀଙ୍କ ଏହି କାମରେ ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ : ସାଉଥ୍ ସିନେମାର ନେସନାଲ୍ କ୍ରସ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ପୁଣି ଥରେ ଚର୍ଚ୍ଚାରେ। ଏଥର କିନ୍ତୁ କୌଣସି ପ୍ରୋଜେକ୍ଟକୁ ନେଇ ନୁହେଁ ବରଂ ବଲିଉଡ ଅଭିନେତା ବିକି କୌଶଲଙ୍କ ସହ କରିଥିବା ଏକ ବିଜ୍ଞାପନ ପାଇଁ, ଯେଉଁଥିରେ ସେ ଏକ ଅଣ୍ଡର୍ ୱେୟାର୍ ବିଜ୍ଞାପନରେ ନଜର ଆସିଛନ୍ତି।
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ନିମନ୍ତେ ଜିଲ୍ଲା ବ୍ୟାପୀ ୯ ଟି ସଚେତନତା ପ୍ରଚାର ଅଭିଯାନ ରଥର…

ପାରଳାଖେମୁଣ୍ଡି : ଆସନ୍ତା ଅକ୍ଟୋବର ୧ ତାରିଖ ଦିନ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆରୂପରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହିତାଧିକାରୀମାନଙ୍କୁ
Read More...

ବିଭିନ୍ନ ସମସ୍ୟା ନେଇ ଘେରାଉ କଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ

ଗଞ୍ଜାମ : ଟ୍ରେଡ ୟୁନିଅନ ସେଣ୍ଟର ଅଫ୍‌ ଇଣ୍ଡିଆ ସହ ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ନିରୀକ୍ଷଣ ଓ ପଞ୍ଜିକରଣ କ୍ଷେତ୍ରରେ ପ୍ରକୃତ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ କ୍ଷେତ୍ରରେ
Read More...

ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲାକୁ ସଫଳତା : ୪ ସ୍ୱର୍ଣ୍ଣ,୬ ରୌପ୍ୟ ସହ ୪ କାଂସ୍ୟ ପଦକ ହାସଲ

ସୁବର୍ଣ୍ଣପୁର :- ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ଏକାଡେମୀକୁ ମିଳିଲା ବଡ ସଫଳତା । ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲ୍ଲା ହାତେଇଲା ୪ ସ୍ୱର୍ଣ୍ଣ,୬ ରୌପ୍ୟ ସହ ୪ କାଂସ୍ୟ ପଦକ । କଲିକତାର ଗୁଲମୋହର ଷ୍ଟାଡିୟମରେ ଅନୁଷ୍ଠିତ ଦୁଇ ଦିନିଆ ପ୍ରଥମ ପ୍ରୋଗ୍ରେସିଭ କପ ଓପନ
Read More...

ବରିଷ୍ଠ ନାଗରିକମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

ପୁରୀ: ବରିଷ୍ଠ ନାଗରିକ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି । ଗତକାଲି ନୀଳାଦ୍ରି ବେଳାଭୂମିରୁ ପ୍ରାୟ ୩୦ ଜଣ ବରିଷ୍ଠ ନାଗରିକ ସହରର ଐତିହାସିକ ସମ୍ପର୍ଣ୍ଣ କବୀର ଚୌରା, ବିଦୁର ମଠ, ବାଉଳୀ ମଠ, ତୋଟା ଗୋପୀନାଥ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ । ଗବେଷକ ଡଃ ସୁରେନ୍ଦ୍ର ମିଶ୍ର
Read More...

ହୀରାକୁଦ ଜଳଭଣ୍ଡାର: ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟରେ ପହଞ୍ଚିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳସ୍ତର ୬୩୦ଫୁଟ ଯାଏଁ ଗତକାଲି ପହଞ୍ଚିଥିବା ସତ୍ତେ୍ୱ ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ଯୋଗୁଁ ୧ ଗେଟ୍‌ ଖୋଲି ଜଳନିଷ୍କାସନ ସହିତ ଉକ୍ତ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବାପାଇଁ ଚେଷ୍ଟା ଅବ୍ୟାହତ ରହିଛି । ଏଠାରେ ଉଲ୍ଲେଖନୀୟ କି ଏହାହିଁ ହୀରାକୁଦ
Read More...

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନିଜନିଜ ବୁଥକୁ ଗଲେ ପୁଲିଂ ପାର୍ଟି

ପୁରୀ,୨୮/୯- ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପୁଲିଂ ପାର୍ଟି ନିଜ ନିଜ ବୁଥକୁ ଯାଇଛନ୍ତି । ଆଉ ଗୋଟିଏ ଦିନ ପରେ ନିର୍ବାଚନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍‌ ମଧ୍ୟରୁ ୧୦୨ ଟି ଅତି ସମ୍ବେଦନଶୀଳ ବୁଥ ହୋଇଥିବା ବେଳେ ଏଠାରେ
Read More...