ଗାଡିସହ ଚୋରାକାଠ ଜବତ୍‌, ଜଣେ ଗିରଫ୍‌

0 299

ଦଶପଲ୍ଲା : ଦଶପଲ୍ଲା ବନ ବିଭାଗକୁ ଗତକାଲି ଏକ ବଡ଼ଧରଣର ସଫଳତା ମିଳିଛି । ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ପୋଖରୀଗୋଛା ଫରେଷ୍ଟର ଶୁଭେନ୍ଦୁ ନାୟକଙ୍କ ନେତୃତ୍ୱରେ ବନବିଭାଗ ଟିମ୍‌ ଚଢାଉ କରି ସୁନାଦେଇ ଠାକୁରାଣୀ ମନ୍ଦିର ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରାକାଠ ବୋଝେଇ ଏକ ବୋଲେରୋ ଗାଡି ସହିତ ଜଣକ କାବୁ କରିଛନ୍ତି । ବନବିଭାଗ ଟିମ୍‌ କାବୁ କରିଥିବା ବ୍ୟକ୍ତି ଜଣକ ବୋଲଗଡ଼ ଅଞ୍ଚଳର ପ୍ରହ୍ଲାଦ ପ୍ରଧାନ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି ।

hiranchal ad1
Leave A Reply

Your email address will not be published.

two × one =