ଦାବି ପୂରଣ ନହେଲେ ଆସନ୍ତା ନଭେମ୍ବର ୧୦ରେ ନାଗରିକ କମିଟିର ଆନ୍ଦୋଳନ ଚେତାବନୀ
ବୌଦ୍ଧ,୨୨/୧୦ – ଆଜି ବୌଦ୍ଧ ନାଗରିକ କମିଟିର ଏକ ସାଧାରଣ ବୈଠକ ମାତଙ୍ଗେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି)ରେ ସାମିଲ କରିବା, ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌରପରିଷଦର ମାନ୍ୟତା ଦେବା ଏବଂ ୨ବର୍ଷ!-->…
Read More...
Read More...