ବିଷାକ୍ତ ସର୍ପ ଦଂଶନରେ ଯୁବକ ମୃତ
ଗଞ୍ଜାମ,୨୭/୯: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କଇଠଡା ଗ୍ରାମରେ କିଛି ଦିନ ତଳେ ଜଣେ ଯୁବକ ସିଦ୍ଧାନ୍ତ ପ୍ରଧାନ (୨୮)ବର୍ଷ ନିଜ ଜମିକୁ ସନ୍ଧ୍ୟା ସମୟରେ ଯାଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସଙ୍ଗେ ସଙ୍ଗେ ତାକୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲକୁ ନେଇଥିଲେ ସେଇଠାରେ!-->…
Read More...
Read More...