ପିଇବା ପାଣି ପାଇଁ ଡହଳ ବିକଳ କଲୋନୀ ସାହି ବାସିନ୍ଦା, ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ
ଘୁ.ଉଦୟଗିରି,୧୧/୯- ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ ଗାଁ ଗାଁରେ ପାନୀୟ ଜଳ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି, ବସୁଧା ଯୋଜନାରେ ସମସ୍ତ ଗାଁ ଗହଳିକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି ହେଲେ ସାରଙ୍ଗଡ ପଂଚାୟତର କଲୋନୀ ସାହି ବାସିନ୍ଦା ଏଥିରୁ ବାଦ ପଡିଛନ୍ତି । ଏହି ସାହିରେ ଶହେରୁ!-->…
Read More...
Read More...