ପୁରପଲ୍ଲୀରେ ହରଗୌରୀ ପୂଜା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୁରପଲ୍ଲୀରେ ହରଗୌରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଏକ କୃଷି ଭିତ୍ତିକ ପୂଜା ଅଟେ । କୁମାର ପୂର୍ଣ୍ଣିମା ଦିନରେ ପ୍ରତ୍ୟେକ ପୁରପଲ୍ଲୀରେ ହରଗୌରୀଙ୍କ ମୂର୍ତ୍ତି ଧରି ଗ୍ରାମ ପରିକ୍ରମା ବାଦ୍ୟ ବାଜଣା ଧୂପ ଦୀପ ସହ ମାଆଙ୍କ ସ୍ତୁତି ଖଣ୍ଡା ଧରି
Read More...

ସ୍ମୃତିରେ ସହିଦ୍‌, ନୟାଗଡ଼ରେ ପାଳିତ ହେଲା ୬୨ ତମ ସହିଦ୍‌ ସ୍ମୃତି ଦିବସ

ଦଶପଲ୍ଲା : ନୟାଗଡ ପିଟିଏସ୍‌ ପଡିଆଠାରେ ଆଜି ଜିଲ୍ଲା ପୁଲିସ ପକ୍ଷରୁ ୬୨ତମ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ବୀର ପୁଲିସ କର୍ମଚାରୀ ଓ ଅଧିକାରୀମାନଙ୍କ କର୍ତ୍ତବ୍ୟ ନିଷ୍ଠା, ତ୍ୟାଗ,ବଳିଦାନ ଓ ବଳିଷ୍ଠ ଅବଦାନର ସ୍ମୃତି ଉଦ୍ଦେଶ୍ୟରେ ଏହି ଉତ୍ସବ ପାଳିତ ହୋଇଆସୁଛି । ଏହି ଅବସରରେ
Read More...

ମା ମାହେଶ୍ୱରୀଙ୍କ ଷୋ’ଳ ପୂଜା ଉଦଯାପିତ

ବୌଦ୍ଧ,୨୧/୧୦- ସର୍ବ ପୁରାତନନ ପୀଠ ମା ମାହେଶ୍ୱରୀ ମନ୍ଦିର ବାମଣ୍ଡା ଠାରେ କୁମାର ପୂର୍ଣ୍ଣିମାରେ ଷୋ’ଳ ପୂଜାର ଉଦଯାପନୀ ଉତ୍ସବ ଜାକଜକମରେ କୋଭିଡ କଟକଣାରେ ପାଳିତ ହୋଇଯାଇଛି । ଅଶ୍ୱିନ ପୂର୍ଣ୍ଣିମାରେ ପ୍ରତ୍ୟେକବର୍ଷ ଡୁମାଳ ସମାଜ ଭାଇ ମାନଙ୍କ ଦ୍ୱାରା ମା ମାହେଶ୍ୱରୀଙ୍କ ଛତ୍ରଯାତ୍ରା
Read More...

ମମିତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିଥିଲେ ଅଭିଯୁକ୍ତ !

ଭୁବନେଶ୍ୱର:ମମିତା ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମମିତାଙ୍କୁ ମାରି ପୋଡିବା ଆଗରୁ ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିବା ବୋଲି ଜଣାପଡିଛି । ପୋଡିବା ପୂର୍ବରୁ ଖଣ୍ଡଖଣ୍ଡ କରି କଟାଯାଇଥିବା ତଦନ୍ତ କରୁଥିବା
Read More...

ହାଇକୋର୍ଟରେ ପହଞ୍ଚିଲା ମମିତା ହତ୍ୟା ମାମଲା

କଟକ: ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ମର୍ଡର ମିଷ୍ଟ୍ରି । ଘଟଣାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି ।ଏହି ହତ୍ୟା ମାମଲାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
Read More...

ପୁଣି ବଢିଲା ତେଲ ଦର

ନୂଆଦିଲ୍ଲୀ : ସରକାରୀ ତେଳ କମ୍ପାନୀମାନେ ଗୁରୁବାର ପାଇଂ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରିଛନ୍ତି । ଆଜି ପୁଣି ଥରେ ତେଳ ଦର ବଢିଛି, ଯାହା ସାଧାରଣ ଜନତାଙ୍କୁ ଝଟକା ଦେଇଛି । ଆଜି ଡିଜେଲ ଲିଟର ପ୍ରତି ୩୮ ପଇସା ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ ଲିଟର ପ୍ରତି ୩୬ ପଇସା ବଢିଛି ।
Read More...

ପ୍ରିୟଙ୍କାଙ୍କ ବଡ ଘୋଷଣା, ୟୁପିରେ କଂଗ୍ରେସ ସରକାର ଆସିଲେ ଛାତ୍ରୀଙ୍କୁ ଦିଆଯିବ ସ୍ମାର୍ଟ ଫୋନ ସହ ଇଲେକ୍ଟ୍ରୋନିକ୍‌…

କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରେ ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମୁଖ୍ୟ ସ୍ରୋତରେ ପହଞ୍ଚାଇବା ଉଦ୍ୟମ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ପାର୍ଟିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବା
Read More...

ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ପୂର୍ବତନ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଦଶପଲ୍ଲା : ନୟାଗଡ଼ର ପୂର୍ବତନ ବିଧାୟକ ତଥା ସମାଜସେବୀ ସ୍ୱର୍ଗତ ବଂଶୀଧର ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ବଂଶୀଧର ସ୍ମୃତି କମିଟି ଇଟାମାଟି ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡ଼ଃ. ରଙ୍ଗନାଥ ବେହେରା ସଭାପତିତ୍ୱ କରିଥିଲେ । ଇଟାମାଟି ବଂଶୀଧର ମହାବିଦ୍ୟାଳୟ ପରିସର
Read More...

ମଙ୍ଗଳମୟୀ ମା ମଙ୍କଳାଙ୍କ ପୀଠରେ ଝାମୁଯାତ୍ରା

ଦଶପଲ୍ଲା : ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ଅବସରରେ ଦଶପଲ୍ଲାର ପଟ୍ଟାମାଳ ଗ୍ରାମରେ ମା ' ମଙ୍ଗଳାଙ୍କ ପୀଠରେ କଳସ ଧାରୀ ଓ ମାନସିକ କଳସ ଧାରୀମାନଙ୍କୁ ନେଇ ଝାମୁଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳାଙ୍କ ପୀଠସ୍ଥଳୀରେ ଶ୍ୱତ୍ରୀୟ ବ୍ରାହ୍ମଣ ଦ୍ୱାରା ମା’ଙ୍କୁ ଆବାହନ ପୂର୍ବକ
Read More...

ସ୍ମିଥ୍‌ କହିଲେ ଏହି ଦଳ ଟି-୨୦ ବିଶ୍ୱକପ ଜିତିବାକୁ ଯୋଗ୍ୟ

ଦୁବାଇ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ କହିଛନ୍ତି ଯେ, ଭାରତ ଟି-୨୦ ବିଶ୍ୱକପ ଜିତିବାକୁ ଯୋଗ୍ୟ । ସେ ଗତକାଲି ଅଭ୍ୟାସ ମ୍ୟାଚ ପରେ ଏହି କଥା କହିଛନ୍ତି । ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ଉଇକେଟ ହରାଇଥିଲା ଭରତ । ଅଷ୍ଟ୍ରେଲିଆ
Read More...