ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ସାମିଲ ହେଲେ ଏହି ପେସର
ଲଣ୍ଡନ : ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି । ଭାରତୀୟ ଟେଷ୍ଟ ଦଳରେ ଯୁବ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣଙ୍କୁ ଅନ୍ତର୍ଭୁକ୍ତ କରାଯିବାର ଖବର ସାମ୍ନାକୁ ଆସିଛି । ବିସିସିଆଇ ଏକ ପୋଷ୍ଟ ସେୟାର କରି ଏହି ସୂଚନା ସେୟାର କରିଛି । ସିରିଜର ଚତୁର୍ଥ!-->…
Read More...
Read More...