ମନୋଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ

ଦେବଗଡ଼,୩ା୧୦ : ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ମନୋରମା କ୍ଲବ୍‌ ଆନୁକୁଲ୍ୟରେ ଦୁଇ ଦିନ ଧରି ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡ଼ିୟମ ଠାରେ ଚାଲିଥିବା ମନୋଜ ମେମୋରିଆଲ ଟୁର୍ଣ୍ଣାମେଂଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟର ଫାଇନାଲ ମ୍ୟାଚ୍‌ରେ କୁଣ୍ଡାପିଠା ଓ ସୁଗୁଡ଼ା ଟିମ୍‌
Read More...

ଆନ୍ଧ୍ରପ୍ରଦେଶରୁ ଦାଦନ ଶ୍ରମିକଙ୍କ ମୃତଦେହ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର

ବୌଦ୍ଧ,୩/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ଟିକୁନୁ ସେଠୀ ଗତ ୩ମାସ ତଳେ ଆନ୍ଧ୍ରପ୍ରଦେଶକୁ କାମ ପାଇଁ ଯାଇଥିଲେ । ସେଠାରେ ପଶ୍ଚିମ ଗୋଦାବରୀ ଜିଲ୍ଲାର ବିଭାବରମରେ ଦାଦର ଏକ୍ସପୋର୍ଟ ନାମକ ଏକ କଂପାନୀରେ କାମ କରୁଥିଲେ । ଗତ ସେପ୍ଟେମ୍ବର ୩୦ ତାରିଖ ସକାଳେ କଂପାନୀର ହଷ୍ଟେଲରେ
Read More...

ବୌଦ୍ଧ ଏନଏସି ତରଫରୁ ସଫାଇ ମିତ୍ର ସମ୍ମାନ ସମାରୋହ ଓ ବଡାଖାନା କାର୍ଯ୍ୟକ୍ରମ

ବୌଦ୍ଧ,୩/୧୦- ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ସପ୍ତାହର ଶେଷ ଦିନରେ ସଫାଇ ମିତ୍ର ସମ୍ମାନ ସହ ବଡାଖାନା କାର୍ଯ୍ୟକ୍ରମ ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜ଼ିଲ୍ଲାପାଳ ଲଲାଟେନ୍ଦୁ
Read More...

ପାଟଣାଗଡ଼ ଲ ।ୟନ୍ସ ଭୋକେସନାଲ ସ୍କୁଲ ପରିସରରେ ଗାନ୍ଧୀ ଜୟନ୍ତୀ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ପାଟଣାଗଡ,୨/୧୦- ଆଜି ପାଟଣାଗଡ଼ ସ୍ଥିତ ଲ ।ୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଲାୟନ୍ସ କ୍ଲବର୍‌ ସଦସ୍ୟ ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ସ୍କୁଲ ସଭାପତି ଓ
Read More...

କୁନି କୁନି ପିଲାମାନେ ପାଳିଲେ ଗାନ୍ଧିଜୀଙ୍କ ଜନ୍ମଜୟନ୍ତୀ

ଫୁଲବାଣୀ,୨/୧୦- କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଅରବିନ୍ଦ ନଗର ଅଙ୍ଗନବାଡି କେନ୍ଦ୍ରରେ ଜାତିରପିତା ମହାତ୍ମାଗାନ୍ଧୀଙ୍କ ୧୫୨ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ଓ ସମାଜସେବୀ ସତ୍ୟନାରାୟଣ ବେହେରା, ସାମ୍ବାଦିକ ରମେଶ ଚନ୍ଦ୍ର
Read More...

ପାଟଣାଗଡ ସିଟିଜେନ କମିଟିର ସାଧାରଣ ପରିଷଦ ବୈଠକ

ପାଟଣାଗଡ,୨/୧୦- କୁତମୁଣ୍ଡା ସ୍ଥିତ କାହ୍ନା ନର୍ସରୀ ଠାରେ ପାଟଣାଗଡ ସିଟିଜେନ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ ସହରର ଟ୍ରାଫିକ ସମସ୍ୟା, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଷ୍ଟ୍ରିଟ ଲାଇଟ,
Read More...

ମନୋଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ

ଦେବଗଡ଼,୨ା୧୦: ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ମନୋରମା କ୍ଲବ୍‌ ଆନୁକୁଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡ଼ିୟମ ଠାରେ ମନୋଜ ମେମୋରିଆଲ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ ହୋଇଯାଇଛି । ୧୬ ଗୋଟ ଫୁଟବଲ୍‌ ଟିମ୍‌କୁ ନେଇ ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ଶନିବାର ପ୍ରଥମ ଦିନର ସେମି ଫାଇନାଲ
Read More...

ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି,୨/୧୦- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ରାଷ୍ଟ୍ର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଗର୍ବ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ପରମ ପୂଜ୍ୟ ଲାଲବାହାଦୁରଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ପୂଜ୍ୟଙ୍କ ଫୋଟୋଚିତ୍ରରେ ଫୁଲମାଳା ଓ ଧୂପ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ନୂତନ ଶ୍ରେଣୀଗୃହ ଉଦଘାଟିତ

ଫୁଲବାଣୀ,୨/୧୦- ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ନୂତନ ଶ୍ରେଣୀ ଗୃହ,ସମ୍ମିଳନୀ କକ୍ଷ ଏବଂ ପାଠାଗାରର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଭର୍‌ଚୁଆଲ ମାଧ୍ୟମରେ ଉଦ୍ଘ ।ଟିତ
Read More...

ବୌଦ୍ଧ ମହାନଦୀ ବ୍ରିଜ ଉପରେ କାର୍‌ ଓ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଅନ୍ୟଜଣେ ନିଖୋଜ

ବୌଦ୍ଧ,୨/୧୦- ଆଜି ସନ୍ଧ୍ୟାରେ ବୌଦ୍ଧ-କିଆକଟା ମହାନଦୀ ପୋଲ ଉପରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉଜଣେ ନିଖୋଜ ଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଡିଏଲ୍‌୮ସିଏଲ୬୫୯୨ନଂ ବିଶିଷ୍ଟ ଏକ କାର୍‌ ବୌଦ୍ଧପଟୁ କିଆକଟା ଆଡକୁ
Read More...