ବାଲୁକା କଳା ମାଧ୍ୟମରେ ରକ୍ଷାବନ୍ଧନର ଶୁଭେଚ୍ଛା
ପୁରୀ: ରକ୍ଷା ବନ୍ଧନ ଉତ୍ସବକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଏହି ଦିବସର ଶୁଭେଚ୍ଛା ଦେଇଛନ୍ତି । ସେହିପରି ବୃକ୍ଷରୋପଣର ସଚେତନତା ବାର୍ତା ମଧ୍ୟ ଦେଇଛନ୍ତି ବାଲୁକା!-->…
Read More...
Read More...