ସାମ୍ବାଦିକଙ୍କ ପିତୃ ବିୟୋଗ

ବୌଦ୍ଧ,୮/୧୦- ଗତକାଲି ସନ୍ଧ୍ୟାରେ କଳିଙ୍ଗଟିଭିରେ କାର୍ଯ୍ୟରତ ସାମ୍ବାଦିକ ସଞ୍ଜିବ କୁମାର ମହାକୁଳଙ୍କ ପିତା ଦୁର୍ଯ୍ୟୋଧନ ମହାକୁଳ(୮୫ ବର୍ଷ)ଙ୍କ ପରଲୋକ ଘଟିଛି । ସ୍ୱର୍ଗତ ମହାକୁଳ ବୌଦ୍ଧ ଜିଲ୍ଲାର ଜଣେ କୃତି ଶିକ୍ଷକ ଭାବେ ବେଶ ଜଣାଶୁଣା । ଅବିଭକ୍ତ ଫୁଲବାଣୀ ଜିଲ୍ଲାର ଜିରାଗୁଡା…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ବଢିଲା ରାଜ୍ୟ କର୍ମଚାରୀଙ୍କ ମହଙ୍ଗାଭତ୍ତା

ଭୁବନେଶ୍ୱର,୮/୧୦- ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ ଡିଅରନେସ ରିଲିଫ ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍‌ ଭୋଗୀ ଉପକାର…
Read More...

ବୌଦ୍ଧଜିଲ୍ଲା ବିଜେପି ତରଫରୁ ସେବା ଏବଂ ସମର୍ପଣ ଅଭିଯାନ ଉଦଯାପିତ

ବୌଦ୍ଧ,୭.୧୦- ବୌଦ୍ଧଜିଲ୍ଲା ବିଜେପି ତରଫରୁ ଜିଲ୍ଲାର ସମସ୍ତ ମଣ୍ଡଳ ଶକ୍ତିକେନ୍ଦ୍ର ଓ ବୁଥ ମାନଙ୍କରେ " ସେବା ଏବଂ ସମର୍ପଣ ଅଭିଯାନ ଗତ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭହୋଇ ଆଜି ଉଦଯାପିତ ହୋଇଯାଇଛି । ସମୁଦାୟ ୨୧ ଦିନରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଶେଷ ଦିବସରେ ରାଜ୍ୟ ବିଜେପି…
Read More...

ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ମିନି ମାରାଥନ

ବୌଦ୍ଧ,୭/୧୦- ଆଜି ୬୭ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ରିଜଛକ ଠାରୁ ଏହି ମାରାଥନ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ବନ୍ୟଜନ୍ତୁ ଅସୁରକ୍ଷିତ ହେବା ଦ୍ୱାରା ଜୈବ ବିବିଧତା ନଷ୍ଟ ହେବାସହ ପରିସଂସ୍ଥା ଉପରେ ପ୍ରଭାବ…
Read More...

ବୌଦ୍ଧ: ମହାନଦୀ ସେତୁ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ବୌଦ୍ଧ,୭/୧୦- ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ ଗତ ଶନିବାର ଘଟିଥିବା ଏକ ସଡକ ଦୁର୍ଘଟଣାରେ ନିଖୋଜ ଥିବା ମହିଳାଙ୍କ ମୃତଦେହ ଦୀର୍ଘ ପାଞ୍ଚ ଦିନ ପରେ ଆଜି ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଗତ ଶନିବାର ୨ତାରିଖ ସନ୍ଧ୍ୟାରେ ଏକ ବାଇକ ଓ କାର ମଧ୍ୟରେ ହୋଇଥିବା ଧକ୍କାରେ ବାଇକ…
Read More...

ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ଓ ବିଭିନ୍ନ…

ପୁରୀ,୭/୧୦- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବ୍ରହ୍ମଗିରି ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।…
Read More...

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦ୍ୱାରା ପଶ୍ଚିମବଙ୍ଗ ଦମ୍ପତ୍ତିଙ୍କୁ ପୋଷ୍ୟ ସନ୍ତାନ ହସ୍ତାନ୍ତର

ଗଜପତି,୭/୧୦- ଗଜପତି ଜିଲ୍ଲାର ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରର ୨୩ତମ ଶିଶୁକୁ ମହିଳା ଓ ଶିଶୁ କଲ୍ୟାଣମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ପୋଷ୍ୟ ସନ୍ତାନ ଭାବେ ସୁଦୂର ପଶ୍ଚିମବଙ୍ଗ ରାଜ୍ୟର ଗୋଟିଏ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଲକଡାଉନ ଓ ସଟଡାଉନ ସମୟରେ ଜିଲ୍ଲାର ବିଭିନ୍ନ…
Read More...

ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ଗଠିତ

ନବରଙ୍ଗପୁର : ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଆରମ୍ଭ କରିଛନ୍ତି ଅନ୍ୱଷା ଅଭିଯାନ । କମ ବୟସରେ ବିବାହ ବନ୍ଧନ ରେ ନବାନ୍ଧି ପିତା ମାତା ଓ ସଂପ୍ରଦାୟକୁ ବୁଝାଇ କିଶୋରୀ ମାନଙ୍କର ପ୍ରତିଭାକୁ ବିକଶିତ କରିବା ହେଉଛି…
Read More...

ବନ୍ୟପ୍ରାଣୀ ସପ୍ତାହ ଅବସରରେ ବାଲିଗୁଡ଼ା ବନଖଣ୍ଡରେ “ମୋ ଜଙ୍ଗଲ କଥା’ କାର୍ଯ୍ୟକ୍ରମ

ବାଲିଗୁଡ଼ା,୭/୧୦:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । ବାଲିଗୁଡା ଉପଖଣ୍ଡର ବନଖଣ୍ଡ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୋ ଜଙ୍ଗଲ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କାର୍ଯ୍ୟାଳୟ…
Read More...

ଖୁଣ୍ଟବନ୍ଧ ବସଷ୍ଟାଣ୍ଡରେ ନବରାତ୍ର ଦୁର୍ଗା ପୂଜା

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଖୁଂଟବନ୍ଧ ପଞ୍ଚାୟତ ସଦର ବସଷ୍ଟାଣ୍ଡ ଠାରେ ଖୁଂଟବନ୍ଧ ଗ୍ରାମବାସୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ୱାର୍ଥ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ନବରାତ୍ର ଦୁର୍ଗା ପୂଜା ଓ ରାମାୟଣ ପାରାୟଣ ଆରମ୍ଭ ହୋଇଯାଇଛି । ପୂର୍ବାହ୍ନ ୧୧ ଟାରେ ଗାଁ ପୋଖରୀରେ ଗଙ୍ଗା ମାତାଙ୍କୁ…
Read More...