ବୌଦ୍ଧଜିଲ୍ଲା କଂଗ୍ରେସ ପାଳନ କରିବ ସୂଚନା ଅଧିକାର ସପ୍ତାହ

ବୌଦ୍ଧ,୨୩/୯- ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସନ୍ତାକାଲି ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସୂଚନା ଅଧିକାର ସଚେତନତା ପକ୍ଷ ପାଳନ କରାଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ର ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର କହିଥିଲେ ଉପା
Read More...

ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ପୁରୀ,୨୩/୯- ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂଗଠନ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ । ସ୍ୱଳ୍ପ ସଞ୍ଚୟ ଉପ ବିଭାଗ ଉପ ଶାସନ ସଚିବ
Read More...

ବାର୍ଥ ଡେ ସ୍ପେଶାଲ : ରାଗରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଏହି କ୍ରିକେଟର

ନୂଆଦିଲ୍ଲୀ : ଆଜି ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଅମ୍ବାତି ରାୟୁଡୁଙ୍କ ଜନ୍ମଦିନ । ଏକଦା ଟିମ୍‌ ଇଣ୍ଡିଆର ମଧ୍ୟମ ଅର୍ଡରର ଜଣେ ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ ଭାବେ ନିଜକୁ ପରିଣତ କରିଥିବା ଅମ୍ବାତି କ୍ରୋଧିତ ହୋଇ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନଷ୍ଟ
Read More...

ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର

ଭୁବନେଶ୍ୱର:ତାମିଲନାଡୁ ପୂର୍ବତନ ପୁଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍‌ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର । ତାଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ । ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର
Read More...

ବାଲ୍ୟବିବାହ ରୋକିବାକୁ ପଦକ୍ଷେପ ନେଲେ ସରକାର

ଦଶପଲ୍ଲା,୨୩/୯: ମନ୍ଦିରରେ ଲାଗିବ ବାଲ୍ୟବିବାହ ସଚେତନତା ବୋର୍ଡ । ମନ୍ଦିର କର୍ମକର୍ତ୍ତା ଓ ପୁରୋହିତଙ୍କୁ ଦିଆଯିବ ଦାୟିତ୍ୱ । ବୋର୍ଡରେ ରହିବ ବାଲ୍ୟବିବାହ କାହାକୁ କୁହାଯାଏ, କେଉଁ ବୟସରେ ବିବାହ କରିବା ଉଚିତ ଓ ବାଲ୍ୟ ବିବାହ କରିବା ଅପରାଧ । ଲୋକଙ୍କୁ ସଚେତନ କରିବା ଲାଗି ମନ୍ଦିରରେ
Read More...

କୃଷି ସିଞ୍ଚନ ଯୋଜନା ପିଏମକେଏସୱାଇ ମାଧ୍ୟମରେ ଅଣୁ ଜଳସେଚନ ପାଇଁ ପଦକ୍ଷେପ

ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଣୁ ଜଳସେଚନ ସକାଶେ ବିଶେଷ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ୭ ଟି ବ୍ଳକ ୨୦୨୧ ମସିହା ସକାଶେ ୧୫ ଶହ ୯୦ ହେକ୍ଟର ଅଣୁ ଜଳସେଚନ ପଦକ୍ଷେପ ନିଆଯାଇଛି । ଅଣୁ ଜଳସେଚନ
Read More...

ଗୁମ୍ମା ସରକାରୀ ବିଦ୍ୟାଳୟ ସମୀକ୍ଷାକଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଚାନକ ଗୁମ୍ମା ସରକାରୀ ବିଦ୍ୟାଳୟ ସମୀକ୍ଷା କରିଛନ୍ତି । ସୂଚନା ଯୋଗ୍ୟ ୫ ଟି ମାଧ୍ୟମରେ ଗୁମ୍ମା ସରକାରୀ ବିଦ୍ୟାଳୟର ସ୍ମାର୍ଟକ୍ଳାସ ଭାବେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଛି ଏହାର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି
Read More...

ପିଡବ୍ଲୁଡି ଆଇ ବି ଠାରେ ବିଜେଡିର ବୈଠକ

ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଚଡଊ ଆଇ.ବି ଠାରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ସଭାପତିତ୍ୱ କରିଥିଲେ । ବୈଠକରେ ଆଗାମୀ ଦିନରେ ହେବାକୁ ଥିବା
Read More...

ବିଭିନ୍ନ ସ୍ଥାନରେ ସଟ୍ଟା ବିରୁଦ୍ଧରେ ଅଭିଯାନରେ ୫୦ ହଜାର ଟଙ୍କା ଜବତ ଓ ୧୪ଜଣ ଗିରଫ

ସମ୍ବଲପୁର, ୨୩/୯- ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ଆଡ୍ଡାରେ ଚଢ଼ାଉ ଫଳରେ ନଗଦ ପ୍ରାୟ ୫୦ ହଜାର ଟଙ୍କା ଜବତ ସହିତ ଏଥିରେ ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ଏଥିପାଇଁ ବ୍ୟବହୃତ କିଛି ସଟ୍ଟା ପଟ୍ଟୀ, କାଲକୁଲେଟର ଓ ମୋବାଇଲ ଫୋନ ସେମାନଙ୍କ ଠାରୁ ଜବତ କରାଯାଇଛି ।
Read More...

ଆସନ୍ତା ୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବାପାଇଁ ମିଳିତ ମଞ୍ଚର ନିବେଦନ

ସୁବର୍ଣ୍ଣପୁର, ୨୩/୯- ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଆହ୍ୱାନକ୍ରମେ ଜିଲ୍ଲାର ସମସ୍ତ କୃଷକ ସଂଗଠନର କର୍ମକର୍ତ୍ତା ଓ ଶ୍ରମିକ ସଂଗଠନ ମାନଙ୍କର କର୍ମକର୍ତ୍ତା ମାନଙ୍କର ଏକ ମିଳିତ କନଭେନସନ ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ
Read More...