ଶୁଣିଲାନି ପ୍ରଶାସନ କି ରାଜନେତା, ଗାଁକୁ ରାସ୍ତା କଲେ ଯୁବଗୋଷ୍ଠୀ

ଦଶପଲ୍ଲା,୬ ।୧୦- ଦଶପଲ୍ଲା ବ୍ଳକ୍‌ ନୂଆଗାଁ ପଞ୍ଚାୟତ ଅଫିସ୍‌ ଠାରୁ ଦଦରା ମାତ୍ର ୭ କିଲୋମିଟର ରାସ୍ତା । ବିଶେଷକରି ଗୁଣ୍ଡୁରିବାରୀ ଯିବା ମୁଖ୍ୟରାସ୍ତାରୁ ଦଦରା ଏବଂ କାଣିପୋଖରୀ ମାତ୍ର ୨ କିଲୋମିଟର । ଦୀର୍ଘଦିନ ଧରି ରାସ୍ତାଟିର ମାଟି ଧୋଇଯାଇ ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ତା ପ୍ରତି…
Read More...

ଘନଘନ ବଦଳି ପରେ ବି ବ୍ୟବସ୍ଥିତ ହୋଇପାରୁନାହିଁ ପୋଲିସ ବିଭାଗ

ଦଶପଲ୍ଲା,୬/୧୦: - ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ … ଏହି ଉକ୍ତିର ଯଥାର୍ଥତା ଏଡାଇବା ପାଇଁ ,ନୟାଗଡ ଏସପି ସିଦ୍ଧାର୍ଥ କାଟରିଆଙ୍କ ନିର୍ଦ୍ଦେଶରେ ନୟାଗଡ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ଏବଂ ଓଡଗାଁ ଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନାଙ୍କ ବଦଳି ହୋଇଛି । ଟାଉନଥାନା ଅଧିକାରୀ…
Read More...

ସୁବର୍ଣ୍ଣପୁର ଓ ଉଲୁଣ୍ଡା ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ

ସୁବର୍ଣ୍ଣପୁର,୬/୧୦- ଆଜି ସକାଳେ ସୁବର୍ଣ୍ଣପୁର ଜ଼ିଲ୍ଲା ଉଲୁଣ୍ଡା ବ୍ଲକ ଅଂଚଳ ଅନ୍ତର୍ଗତ ହିକୁଡି ଗାଁର ଜଙ୍ଗଲରେ ପାଞ୍ଚ ଛଅ ଗୋଟି ହାତୀ ବୁଲୁଥିବା ଦେଖି ଉଲୁଣ୍ଡା ତଥା ସୋନପୁର ଅଂଚଳର ଲୋକେ ଭୟରେ ଆତଙ୍କିତ ହୋଇ ପଡିଛନ୍ତି । କାରଣ ସୁବର୍ଣ୍ଣପୁର ସଦର ଓ ହାତୀ ରହିଥିବା ସ୍ଥାନର ବ୍ୟବଧାନ…
Read More...

କୋଟଗଡ଼ ଅଭୟାରଣ୍ୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ବାଲିଗୁଡ଼ା,୬/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । କୋଟଗଡ଼ ବନାଞ୍ଚଳ ଅଭୟାରଣ୍ୟ ଭାବେ ବେଶ୍‌ ପରିଚିତ । ଏହି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଥିବା ସହ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଦେଖିବାକୁ ମିଳେ ।…
Read More...

ଧବଳମୁଖୀ ବେଶରେ ମାଁ ସମଲେଈଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ

ସମ୍ବଲପୁର,୬/୧୦- ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈଙ୍କ ଧବଳମୁଖୀ ବେଶ ଦର୍ଶନ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି । ମଧ୍ୟାହ୍ନରେ ଭୋଗ ଅର୍ପଣ ପାଇଁ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦର୍ଶନରେ ବିରତି ପରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ଦିଆଯାଉଛି । ପ୍ରତିବର୍ଷ ଆଶ୍ୱିନ ମାସ…
Read More...

ଗଣିଆରେ ‘ମୋ ସ୍କୁଲ ଅଭିଯାନ’ ଯୋଜନାର ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ

ଗଣିଆ,୫/୧୦- ଆଜି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପହଁଞ୍ଚି ମୋସ୍କୁଲ ଅଭିଯାନର ସମୀକ୍ଷା କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ । ମୋ ସ୍କୁଲ ଅଭିଯାନ ସରକାରଙ୍କର ଏକ ସ୍ୱତନ୍ତ୍ର ଯୋଜନା । ଏହା କେବଳ ଅର୍ଥର କଥା ନୁହେଁ , ଏହା ସହଭାଗିତାର କଥା ।…
Read More...

ବୌଦ୍ଧଜିଲ୍ଲା ବିଜେପି ଅନୁସୂଚିତ ଜାତିର ପ୍ରଥମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୫/୧୦- ବୌଦ୍ଧଜିଲ୍ଲା ଜନତା ପାର୍ଟି ଅନୁସୂଚିତ ଜାତି ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବନ୍ୟା ଆଶ୍ରୟସ୍ଥଳୀ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ରାଜୀବ ଦେହୁରୀ ସଭାପତିତ୍ୱ କରିଥିଲେ ।…
Read More...

ଘୁ ଉଦୟଗିରି ବ୍ଳକ ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କଲେ ହୃଦାନନ୍ଦ କହଁର

ଘୁ ଉଦୟଗିରି,୫/୧୦- ଘୁ. ଉଦୟଗିରି ବ୍ଲକରେ ଅନେକ ଦିନ ହେବ ବ୍ଳକ ଚେୟାରମେନ ଦୀପ୍ତିରେଖା ପ୍ରଧାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଘୁ ଉଦୟଗିରି ବ୍ଲକର ସମିତି ସଭ୍ୟ ଓ ସରପଞ୍ଚମାନେ ଆନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏହାରି ଉପରେ ଭୋଟ ମଧ୍ୟ ସରିଥିଲା ଏବଂ ଶ୍ରୀମତୀ ଦୀପ୍ତିରେଖା ପ୍ରଧାନ…
Read More...

କୁଲିଙ୍ଗିଆ ଗ୍ରାମର ୪ ଜଣ ମହୁମାଛି ଦ୍ୱାରା ଆକ୍ରାନ୍ତ

ଘୁ.ଉଦୟଗିରି,୫/୧୦- ଆଜି ସକାଳେ ପୁକୁଲିଙ୍ଗିଆ ଗ୍ରାମର ୪ ଜଣ ତଥା ୨ ପରିବାର କାଠ ସଂଗ୍ରହ କରିବାପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ପୂର୍ବରୁ ମହୁମାଛି ମାନଙ୍କୁ କେହି ହଇରାଣ କରିଥିଲେ ଯାହାଫଳରେ ସେମାନେ ରାଗିକି ଚତୁଃପାଶ୍ୱର୍ ଭ୍ରମଣ କରୁଥିଲେ । ଠିକ ସେହି ସମୟରେ ସ୍ଥାନୀୟ…
Read More...

ମଟର ସାଇକେଲ ଶିଖିବା ହେଲା କାଳ, ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଫୁଲବାଣୀ,୫/୧୦:- କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗୁଡାରି ଠାରେ ଦୁର୍ଘଟଣା ଘଟିଛି । ମଟର ସାଇକେଲ ଶିଖିବା ହେଲା କାଳ । ମଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଫୁଲବାଣୀ ଅମଲାପଡ଼ାର ଡି ଆଦର୍ଶ କୁମାର ଓ ଗୁରୁତରଥିବା…
Read More...