ସୋନପୁର ବନବିଭାଗର ଚଢ଼ାଉ, ୮୧ଖଣ୍ଡ ଶାଳକାଠ ସହ ପିକଅପ୍ ଜବତ
ସୁବର୍ଣ୍ଣପୁର,୪/୧୦- ସୁବର୍ଣ୍ଣପୁର ଜିଲ୍ଲା ସଦର ବନଖଣ୍ଡ ପକ୍ଷରୁ ଚଢାଉ କରାଯାଇ ମୂଲ୍ୟବାନ ୮୧ ଖଣ୍ଡ ଶାଳ କାଠ ଜବତ କରାଯାଇ ଏକ ପିକଅପ୍ ଭେନ ମଧ୍ୟ ଜବତ କରାଯାଇଛି । ରେଞ୍ଜର ମନରଂଜନ ବାଘାଙ୍କ ନେତୃତ୍ୱରେ ବନବିଭାଗ କର୍ମଚାରୀମାନେ ସହରର ପଟାଭାଡି କେନ୍ଦ୍ରୀୟ ନର୍ସରୀ ପାଖରେ ଚଢାଉ କରିଥିଲେ!-->…
Read More...
Read More...