ପୁଣି ଖସିଲା ସୁନା ଦର
ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନାଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଲଗାତର ଭାବେ ଦ୍ୱିତୀୟ ଦିନ ସୁନାର ଦର ଖସିଛି । ସେହିପରି ରୂପାର ମୁଲ୍ୟରେ ବି ଆଂଶିକ ହ୍ରାସ ପାଇଛି । ବିଶ୍ୱ ବଜାରରେ ସୁନାର ଚାହିଦା ଭଲ ସ୍ଥିତି ନଥିବାରୁ ସୁନା ଓ ରୁପାର ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି!-->…
Read More...
Read More...