କରୋନା ଟୀକା ନେଲେ ୨୯୧ ମହିଳା ଓ ପୁରୁଷ
ବୌଦ୍ଧ/ଜହ୍ନ ।ପଙ୍କ,୨୦/୯- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ପୂର୍ବାହ୍ନ ୯ ଟାରୁ କରୋନା ଟୀକା ଦିଆଯାଇଥିଲା । ଏହି ଟୀକା ଦାନ କେନ୍ଦ୍ରରେ ୧୮ ରୁ ୪୫ ବର୍ଷ ର ମହିଳା ଓ ପୁରୁଷ ଟୀକା ନେଇଥିଲେ । ସମୁଦାୟ ୪୫୦ ଜଣ ଭେକ୍ସିନ ଆସିଥିବା!-->…
Read More...
Read More...