ପୁଣି ଚର୍ଚ୍ଚାରେ ନୟାଗଡ : କେବଳ କାଗଜପତ୍ରରେ ସୀମିତ ବେଟି ପଢାଓ ବେଟି ବଢାଓ
ଦଶପଲ୍ଲା : ଦୁହିତା ଦୁଇ କୁଳକୁ ହିତା । ଏ କଥା ନୟାଗଡ଼ ଜିଲ୍ଲା ବାସୀଙ୍କ ହେହରେ ଯାଉନି । ନୟାଗଡ ଜିଲ୍ଲା ବାସୀଙ୍କୁ ବିଷ ପାଲଟିଛି ଝିଅ । ସାରା ଦେଶରେ କନ୍ୟାଭୃଣ ହତ୍ୟା ପାଇଁ ଚର୍ଚ୍ଚାରେ ଥିବା ନୟାଗଡ ଏବେ ପୁଣି ଚର୍ଚ୍ଚାରେ । ୧୯୯୧ ମସିହାଠାରୁ ୨୦୨୦ ମସିହା ଯାଏଁ ମିଳିଥିବା ସରକାରୀ!-->…
Read More...
Read More...