ସାର ଯୋଗାଣରେ ବିଫଳ କେନ୍ଦ୍ର, ଜିଲ୍ଲା ବିଜୁ କୃଷକ ଜନତା ଦଳର ବିକ୍ଷୋଭ ଧାରଣା
ବଲାଙ୍ଗିର,୧/୯ - ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ୱେ ସାର ଯୋଗାଣରେ ଅବହେଳା ପ୍ରତିବାଦରେ ଜିଲ୍ଲା ବିଜୁ କୃଷକ ଜନତା ଦଳର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି । । କୋଶଲ କଳା ମଣ୍ଡପ ପଡିଆରୁ ଏକ ବଡ ରାଲିରେ ଶହ ଶହ ଚାଷୀ!-->…
Read More...
Read More...