ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଯୋଗାଡ଼ ହୋଇପାରିଲା ନାହିଁ ବିରଳରକ୍ତ, ରକ୍ତ ଯୋଗାଡ଼ କଲା ଦିବ୍ୟାଉର୍ଜା…

ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ବିରଳ ରକ୍ତ ଯୋଗାଡ଼ ହୋଇ ନ ପାରିବାରୁ ସୁବର୍ଣ୍ଣପୁର ଜିଲ୍ଲାର ରକ୍ତଦାତା ସଂଘର ପ୍ରୟାସରେ ବିରଳ ବର୍ଗର ରକ୍ତ ଜଟିଆ ବେହେରା ନାମକ ରୋଗୀକୁ ଯୋଗାଇ ଦିଆଯାଇଛି । ଦୀର୍ଘ ଦୁଇ ଦିନ ଧରି ବୌଦ୍ଧ ଜିଲ୍ଲାରେ ଏ ରୋଗୀଙ୍କ ଜୀବନ ସଙ୍କଟାପନ୍ନ
Read More...

ଲଡୁକେଶଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ବିଚାରପତି

ଦଶପଲ୍ଲା: ନୟାଗଡ ଜିଲ୍ଲା ଓଡଗାଁଠାରେ ନବନିର୍ମିତ କୋର୍ଟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଭିନିତ୍‌ ସରନ୍‌ ଏବଂ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ ମୁରଲୀଧର ଶରଣକୁଳଠାରେ ଅବସ୍ଥିତ ଲଡୁକେଶ ମହେଶଙ୍କ ଦର୍ଶନ କରିଛନ୍ତି ।
Read More...

ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ମାର୍ଲାଙ୍ଗା ପଞ୍ଚାୟତର ସାଲକି ବୁଡାଗୁଡ଼ା ଗାଁରେ ଅଭାବନୀୟ ଘଟଣା । ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାପ୍ରକାରେ ସାର୍ତ୍ତୁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାଲିପଦର ଗାଁର
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର ୧୯।୦୯ : ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସରେ କୃଷକ ଏବଂ ସୈନିକମାନଙ୍କୁ ସମ୍ମାନ

ଗଜପତି,୧୮/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସୈଲମ କଲ୍ୟାଣମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ ଅବସରରେ କୃଷକ ଓ ସୈନିକ ସମ୍ମାନ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି
Read More...

ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟାଜଳ: ୨୫ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରକଲା ପ୍ରଶାସନ

ଖୋର୍ଦ୍ଧା,୧୮/୯: ଲଘୁଚାପ ବର୍ଷା ଯୋଗୁଁ ଉପରମୁଣ୍ଡର ପାଣି ମହାନଦୀରେ ଆସି ବିଭିନ୍ନ ପଚାଂୟତରେ ପଶି ବନ୍ୟା ବିତ୍ପାତ ସୃଷ୍ଟି କରିଛି । ଏ ଅବସ୍ଥା କୌଣସି ଉପାନ୍ତ ଅଂଚଳର ନୁହେଁ ବରଂ ଖୋଦ୍‌ ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ବ୍ଲକର ଓରବରସଂହ, ନରଣଗଡ ଓ ବଜମୋହନପୁର ପଂଚାୟତର ସମସ୍ୟା । ଏହାର
Read More...

ହକ୍‌ପାଇଁ ଏକାଠି ହେଲେ ଗୋପାଳପୁରର ମଠସାହି ଗ୍ରାମବାସୀ

ଦଶପଲ୍ଲା,୧୮/୯- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ୍‌ ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ମୌଜାର ମଠସାହି ଗ୍ରାମକୁ ସ୍ୱାଧୀନତାର ୭୫ ବର୍ଷପରେ ମଧ୍ୟ, ନା ଅଛି ଗୋଟେ ସବୁଦିନିଆ ରାସ୍ତା ନା ହେଇପାରିଛି ନାଳ ଉପରେ ପୋଲ । ସାମାନ୍ୟ ବର୍ଷାରେ ବେହାଲ ହୋଇଯାଏ ମଠସାହି
Read More...

ଅଙ୍ଗନଦୀ ଟୋଲଗେଟରୁ ବେଆଇନ୍‌ ଟୋଲ ଫି ସଂଗ୍ରହ

ସୁବର୍ଣ୍ଣପୁର,୧୮/୯- ସୋନପୁର ବିନିକା ରାସ୍ତାରେ ଅବସ୍ଥିତ ଥିବା ଅଙ୍ଗନଦୀ ଉପରେ ଟୋଲଗେଟଟି କାହିଁ କେତେ ପୁରୁଣା । ଅନେକ ସମୟରେ ଏହିବ୍ରିଜର ନିର୍ମାଣ କାଳରେ ଖର୍ଚ୍ଚ ହୋଇଥିବା ଟଙ୍କାରୁ କାହିଁ କେତେଗୁଣ ଅଧିକ ଟୋଲ ଆଦାୟ ହୋଇଥିବା ସତ୍ୱେ ଏହି ଟୋଲଗେଟକୁ ଉଠାଇଦେବାପାଇଁ ବିଭିନ୍ନ ସମୟରେ
Read More...

ଅଟୋ ସହିତ କାଠପଟା ଜବତ, ଜଣେ ଗିରଫ

ଦାରିଙ୍ଗବାଡି,୧୮/୯: ଅଟୋରେ କାଠପଟା ଚୋରା ଚାଲାଣ କରିବା ଅଭିଯୋଗରେ ବନବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଅଟୋ ସମେତ ୧୧ଖଣ୍ଡ ଶାଳ ଓ ୯ଖଣ୍ଡ ପିଆଶାଳ କାଠପଟାକୁ ଜବତ କରିଥିବା ନେଇ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ବନାଞ୍ଚଳ
Read More...

ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଓ ଆଶୀର୍ବାଦ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ବୌଦ୍ଧ,୧୮/୯- ଆଜି ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ମଧୁବାବୁ ପେନସନ ଯୋଜନାରେ ୨୬ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ଆଶୀର୍ବାଦ ଯୋଜନା ବୌଦ୍ଧ ସଦର ମହକୁମାର ୨୨ ଜଣ ଅନାଥ ଶିଶୁଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅନଲାଇନରେ ସହାୟତା ପ୍ରଦାନ କରାଯାଇଛି ।
Read More...