କାବୁଲ ବିମାନବନ୍ଦରରେ ଆଉ ଏକ ଆକ୍ରମଣ ହୋଇପାରେ, ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ୍‌:ତାଲିବାନ ଦଖଲ ପରେ ଆଫଗାନିସ୍ତାନରେ ଅବସ୍ଥା ବିଗିଡିବା ମଧ୍ୟରେ ବିଦେଶୀ ନାଗରିକଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଚାଲିଛି । ଏହି ସମୟରେ ଗୁରୁବାର ଦିନ କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ସମଗ୍ର ସହର କମ୍ପି ଉଠିଥିଲା । ଏହି ପରି ଆହୁରି
Read More...

ଆଜି ବି ବର୍ଷିବ, ୭ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦିନଟିଏ ବର୍ଷା ହେବ । ଏ ଲଘୁଚାପ ରାଜ୍ୟରେ ବଡ଼ ବର୍ଷା କରାଇବ ନାହିଁ । ସୋମବାରଠାରୁ ବର୍ଷା ପ୍ରକୋପ କମିବ । ଆସନ୍ତା ୭ ତାରିଖବେଳକୁ ଆଉ ଏକ ଲଘୁଚାପ ସଷ୍ଟି ହେବା ସମ୍ଭାବନା ଅଛି ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ
Read More...

ଏସ୍‌ସିବିରେ ଇକ୍‌ମୋ ଚିକିତ୍ସା ଆରମ୍ଭ

କଟକ : କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ଆରମ୍ଭ ହୋଇଛି ଇକ୍‌ମୋ ଚିକିତ୍ସା। ଗତକାଲି ରାତିରୁ ଏଠାରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କରୋନାରେ ଆକ୍ରାନ୍ତ ହୋଇଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳାଙ୍କୁ କିଛିଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା। ତେବେ
Read More...

ଇତିହାସ ରଚିଲେ ଭାବିନାବେନ, ପାରାଅଲିମ୍ପିକ୍ସରେ ଜିତିଲେ ରୌପ୍ୟ

ଟୋକିଓ: ଇତିହାସ ରଚିଲେ ଭାରତର ଭାବିନାବେନ୍ ପଟେଲ୍‌। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ସେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା। ସେହିପରି ପାରାଲିମ୍ପିକ୍ସରେ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ସେ
Read More...

ପଦ ଛାଡିବା ପରେ ଖୋଲିଲେ ମୁହଁ , କହିଲେ ବିଜେପି ମହିଳା ମୋର୍ଚ୍ଚାରେ ଚାଲିଛି ମନମୁଖୀ କାର୍ଯ୍ୟ

ଭଦ୍ରକ,୨୮/୮- ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା ଏବେ ମୁହଁ ଖୋଲିଛନ୍ତି । ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାରେ କେବଳ ସଭାପତି ଚୟନ ହୋଇଥିବାବେଳେ ଏବେ ମନମୁଖୀ କାର୍ଯ୍ୟ ଜାରିରହିଛି ବୋଲି ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସମ୍ପାଦିକା
Read More...

ରାୟଗଡ ଜିଲ୍ଳା ପ୍ରଶାସନ ସାହାର୍ଯ୍ୟକୁ ଅପେକ୍ଷା: ଦୃୃଷ୍ଟି ଓ ଶ୍ରବଣ ଶକ୍ତି ହରାଇ ଅସହାୟ ଅବସ୍ଥାରେ ବୃଦ୍ଧା ମାଁ

ରାୟଗଡ/୨୮/୮/୨୧: ଆଜି ରାୟଗଡ ସହର ସ୍ଥିତ ମାତୃଶକ୍ତି ବୃଦ୍ଧାଶ୍ରମକୁ ଆସିଛନ୍ତି ଜଣେ ବୃଦ୍ଧା ମାଁ । ତେବେ ବୃଦ୍ଧା ମାଁ’ଟି ପରିଣତ ବୟସରେ ଦୃଷ୍ଟି ଓ ଶ୍ରବଣ ଶକ୍ତି ହରାଇ ଥିବାରୁ ଅସହାୟ ହୋଇ ପଡିଛନ୍ତି । ରାୟଗଡ ଜିଲ୍ଳା ପ୍ରଶାସନ ଯଦି ସାହାର୍ଯ୍ୟ ଓ ସହଯୋଗର ହାତ ବଢେଇବେ ତାହାହେଲେ ପରିଣତ
Read More...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି,୨୮/୮: ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ୧୧ନମ୍ବର ୱାର୍ଡ ମଧୂପଲ୍ଲୀରେ ରୁହନ୍ତି ରାମଚନ୍ଦ୍ର ପାତ୍ର । ପରିବାର କହିଲେ ସ୍ତ୍ରୀ ସୁରେଖା ଓ ୨ ଯାଆଁଳା ଝିଅ ତାରା ଓ ଯମୁନା ଓ ୨ ପୁଅ ରାକେଶ ଓ କେଶବ । ଭଙ୍ଗା ଘରେ ରହୁଥିବା ରାମଚନ୍ଦ୍ରଙ୍କୁ ସରକାରୀ ସହାୟତା କହିଲେ ଚାଉଳ
Read More...

ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ସାହୁଙ୍କ କଳାକୃତି

ପୁରୀ,୨୮/୮- ନେସନାଲ ସ୍ପୋର୍ଟସ ଡେ ଅବସରରେ ପୁରୀର ଯୁବ ଚିତ୍ରଶିଳ୍ପୀ ଶାଶ୍ୱତ ସାହୁ ଏକ ନିଆରା ଢଙ୍ଗରେ ଏହି ଦିବସର ଶୁଭେଚ୍ଛା ଦେଇଛନ୍ତି । ସେ ୬୯୦ ଟି ଦିଆସିଲି କାଠି ସାହାଯ୍ୟରେ ୨ ଦିନ ଲାଗି ଏକ ହକି ଷ୍ଟିକର ପ୍ରତିକୃତି କରିଛନ୍ତି । ଏହାର ଉଚ୍ଚତା ମାତ୍ର ୫ ଇଞ୍ଚ ଓ ଲମ୍ୱ ୧୫ ଇଞ୍ଚ
Read More...

ଗଞ୍ଜାମ ଦମ୍ପତ୍ତିଙ୍କ ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ

ଗଜପତି,୨୮/୮- ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୨ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଗଞ୍ଜାମ ଜିଲ୍ଲାର ଗୋଟିଏ ଦମ୍ଫତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଲକ ଡାଉନ ଏବଂ ସଟ ଡାଉନ ସମୟରେ ଜିଲ୍ଲାର ବିଭିନ୍ନ ଜାଗାରୁ
Read More...

ତେନ୍ତୁଳି ଗଛ ପଡ଼ି ୩ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ୩ ପରିବାରର ୧୨ସଦସ୍ୟ

ଦାରିଙ୍ଗବାଡି,୨୮/୮: ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁ ଉପରସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଳମ୍ବିତ ରାତିରେ କୁମ୍ଭାରୀ ଗାଁ ଗ୍ରାମର ଉପରସାହିରେ ହଠାତ୍‌ ପ୍ରବଳ ପବନ ହେବା ଯୋଗୁଁ ଏକ ତେନ୍ତୁଳି ଗଛ ଭାଙ୍ଗିଯାଇ ଗ୍ରାମର କୁମ୍ବେ ବିଷୋୟୀ
Read More...