ଆସନ୍ତାକାଲିଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ
ପୁରୀ,୧୫/୮- ଦୀର୍ଘ ୪ମାସପରେ ଆସନ୍ତାକାଲି ସୋମବାର ଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । ସେମାନେ ନିଜନିଜ ପରିଚୟପତ୍ର ଦେଖାଇ କରିବେ ଦର୍ଶନ । ଆସନ୍ତାକାଲି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ଦର୍ଶନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଛି । ଦୈନିକ ପ୍ରାୟ!-->…
Read More...
Read More...