ବୌଦ୍ଧଜିଲ୍ଲା ପୁରୁଣାକଟକ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ/ହରଭଙ୍ଗା,୨୬/୮- ବୌଦ୍ଧଜିଲ୍ଲା ପୁରୁଣା କଟକ ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବାମନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଯୋଗଦେଇ ଦଳର ନୀତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ
Read More...

ଗଜପତି ଜିଲ୍ଲାରେ ଚାଲିଛି ସାରର କଳା ବଜାରୀ , କୃଷି ବିଭାଗ ସାଜିଛି ନିଦା ବିଷ୍ଣୁ

ଗଜପତି,୨୬/୮- ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳ । ଏଠାକାର ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି । ଜିଲ୍ଲାରେ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଚଳୁଛନ୍ତି ।ଜିଲ୍ଲାରେ ୭ଟି ବ୍ଳକ ମଧ୍ୟରୁ କାଶୀନଗର ଏବଂ ଗୋଶାଣି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ ।
Read More...

ମାନେଶ୍ୱର ଗ୍ରାମକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଗ୍ରାମବାସୀଙ୍କ ଦାବି

ବୌଦ୍ଧ,୨୬/୮- ବୌଦ୍ଧବ୍ଲକ ତାଳସରଡା ପଞ୍ଚାୟତ ମାନେଶ୍ୱର ଗ୍ରାମର ୪୦୦ ଏକର ଚାଷଜମିରୁ ଅଧା ଜମିରେ ଚାଷ ହୋଇଥିବାବେଳେ ବର୍ଷା ଅଭାବରୁ ଜମିସବୁ ଫାଟି ଆଁ କରି ରହିଛି । ଆଉ ଅଧା ଏକର ଜମିରେ ଚାଷ ଆଦୌ ହୋଇପାରିନାହିଁ । ମାନେଶ୍ୱରକୁ କେନାଲପାଣି ଟୋପାଏ ମିଳିପାରିନଥିବା ସେମାନେ ଅଭିଯୋଗକରି ଆଜି
Read More...

ହାଇକୋର୍ଟରେ ଅନୁଭବ ମହାନ୍ତିଙ୍କ ମାମଲାର ଅନ୍ତ

ଭୁବନେଶ୍ୱର: ବର୍ଷା ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବାବେଳେ ଏନେଇ ଅଦାଲତରେ ମାମଲା ହୋଇଛି । ତେବେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରି ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ମାମଲାର ଅନ୍ତ କରିଛନ୍ତି ।ବିବାହ ବିଚ୍ଛେଦର ତ୍ୱରିତ ଶୁଣାଣୀ ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ
Read More...

ବର୍ଷା ହେବେ ‘ବିଜୟିନି’

ଓଲିଉଡର ଷ୍ଟାର୍‌ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କ ଆଗାମୀ ଚଳଚ୍ଚ଼ିତ୍ର ‘ବିଜୟିନି'ର ଶୁଭ ମୁହୂରତ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଚଳଚ୍ଚ଼ିତ୍ର ମାଧ୍ୟମରେ ଏକ ନୂତନ ଯାତ୍ରା ପାଇଁ ପୁରା କାଷ୍ଟ ଏବଂ କ୍ରୁଙ୍କ ନିମନ୍ତେ ଏହା ଏକ ବିଶେଷ ଉତ୍ସବ ଥିଲା । ଏହି ପ୍ରୋଜେକ୍ଟ ପାଇଁ ଏକାଠି
Read More...

ରାଜ୍ୟର ୫୦ଲକ୍ଷ ଲୋକ ନେଲେଣି ଦ୍ୱିତୀୟ ଡୋଜ୍‌ ଟିକା

ଭୁବନେଶ୍ୱର: ରାଜ୍ୟରେ ୫୦ ଲକ୍ଷ ଲୋକ ୨ଟି ଡୋଜ ଟିକା ସମ୍ପୂର୍ଣ୍ଣ କରିଛନ୍ତି । ଗତ ଜାନୁଆରି ମାସରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୮ ମାସରେ ଏହି ଲକ୍ଷ୍ୟ ପୂରଣ ହୋଇଛି ।ରାଜ୍ୟରେ ସମୁଦାୟ ୨କୋଟି ୧୦ ଲକ୍ଷ ୬୨ ହଜାର ୫୧୭ ଡୋଜ ଟିକା ଦିଆଯାଇଥିବା ବେଳେ ଏଥିରେ ୧କୋଟି ୬୦ ଲକ୍ଷ ୪୮
Read More...

କୋହଲି ନିଜର ଗର୍ବ ଅହଂକାର ପକେଟରେ ରଖନ୍ତୁ, କହିଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜର ତୃତୀୟ ମ୍ୟାଚରେ ମାତ୍ର ୭ ରନ୍ କରି ଆଉଟ ହୋଇଥିଲେ । ସେ ଜେମ୍ସ ଆଣ୍ଡରସନଙ୍କ ବଲରେ ଜସ୍ ବଟଲରଙ୍କ ହାତରେ ଧରା ପଡିଥିଲେ । ତେବେ ଲର୍ଡସ୍ ଟେଷ୍ଟ ପୂର୍ବରୁ କୋହଲି
Read More...

ତୃତୀୟ ଲହର ଚିନ୍ତା : ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର:ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଥିବା ବେଳେ ଏବେଠାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଲୋକଙ୍କ ମନରେ ଏହାକୁ ନେଇ ଭୟ ଜାଗ୍ରତ ଏହା ସହ ତୃତୀୟ ଲହରକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରର ସତର୍କ ପରେ ସବୁ ଜିଲ୍ଲାପାଳଙ୍କୁ
Read More...

ପୁରୀ ଗସ୍ତରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର

ପୁରୀ,୨୬/୮- ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ପୁରୀ ଗସ୍ତରେ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ସେହିପରି କିଭଳି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ ସେ ନେଇ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ ସେବାୟତଙ୍କ ସହ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଆହତ

ଦଶପଲ୍ଲା,୨୬/୮- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଶାଳଭଂଗା ଗ୍ରାମ, ୫୭ ନଂ ଜାତୀୟ ରାଜପଥ ଉପରେ ଆଜି ଭୋର୍‌ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପ୍ରାପ୍ତ ସୂଚନା ଅନୁସାରେ ଆଜି ଭୋର୍‌ ସମୟରେ ଝାରସୁଗୁଡାରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଚିଙ୍ଗୁଡି ମାଛ ଆଣିବା ପାଇଁ
Read More...