କେନାଲ ପୁନଃରୁଦ୍ଧାର କଲେ ଦାମୋଦରପୁର ଗ୍ରାମବାସୀ

ବୌଦ୍ଧ/ଜହ୍ନାପଙ୍କ,୧୬/୮- ସାଲୁଙ୍କି ପାଲଝାର ପ୍ରକଳ୍ପ ଦ୍ୱାରା କେନାଲ ଯୋଗେ ଜଳସେଚନର ବ୍ୟବସ୍ଥା କରାଯାଇଛି । ମୁଖ୍ୟ କେନାଲରୁ ଶାଖା କେନାଲ, ଶାଖା କେନାଳରୁ ଉପଶାଖା କେନାଲ ମାଧ୍ୟମରେ ଚାଷୀଙ୍କ ବିଲକୁ ପାଣି ମାଡିଥାଏ । ପ୍ରତିବର୍ଷ ମୁଖ୍ୟ ଓ ଶାଖା କେନାଲ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ
Read More...

ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ପୁରୀ,୧୬/୮- ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାଠପୋଲ ମରାମତି ଓ ପୁନଃରୁଦ୍ଧାର କରିବା ନିମନ୍ତେ ଜାତୀୟ ରାଜପଥ
Read More...

୧୦୦ ବଦଳରେ ଏବେ ଡାଏଲ୍‌ କରନ୍ତୁ ୧୧୨, ମିଳିବ ଜରୁରୀକାଳୀନ ପୋଲିସ ସେବା

ଭୁବନେଶ୍ବର : ୧୦୦ ବଦଳରେ ଏବେ ଡାଏଲ୍‌ କରନ୍ତୁ ୧୧୨ । ଜରୁରୀକାଳୀନ ପୋଲିସ ସେବା ମିଳିବ । ୧୧୨ରେ ମିଶ୍ରଣ ହୋଇଛି ୧୦୦ । ଜରୁରୀକାଳୀନ ପୋଲିସ ସେବା ପାଇଁ ୧୦୦ ବଦଳରେ ଏବେ ଡାଏଲ୍‌ କରିବାକୁ ପଡିବ ୧୧୨ । ପୂର୍ବରୁ ୧୦୦କୁ ଡାଏଲ କଲେ ପୋଲିସ ସେବା ମିଳିପାରୁଥିଲା । ମାତ୍ର ଏବେ ୧୧୨ରେ ମିଳିବ
Read More...

ଏମ୍‌ସିଏଲରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ସମ୍ବଲପୁର: ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଏମସିଏଲ)ରେ ଦେଶଭକ୍ତି ସହିତ ଦେଶର ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଆନନ୍ଦ ବିହାର ଗ୍ରାଉଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏମସିଏଲ ନିର୍ଦ୍ଦେଶକ (ବୈଷୟିକ / ଅପରେସନ୍‌) ଶ୍ରୀ ଓପି ସିଂ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି
Read More...