କରୋନା ନେଲା ନାବାଳିକାର ଜୀବନ

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁସଂଖ୍ୟାରେ ରୋକ୍ ଲାଗିପାରୁନି । ଶିଶୁମାନଙ୍କ ସଂକ୍ରମଣ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନାରେ ଆଜି ଜଣେ ୮ ବର୍ଷର ନାବାଳିକାର ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣକ ଝାରସୁଗୁଡ଼ା ଜିଲ୍ଲାର ବୋଲି ଜଣାପଡିଛି
Read More...

ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଗୁରୁ ରଘୁନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡିଶୀ କଣ୍ଠଶିଳ୍ପୀ ତବଲା ବାଦକ ଗୁରୁ ରଘୁନାଥ ପାତ୍ରଙ୍କୁ ରାଜ୍ୟ ସ୍ତରରେ ଓଡିଶୀ କଣ୍ଠଶିଳ୍ପୀ ଭାବେ ସମ୍ମାନୀତ କରାଯାଇଛି ଏବଂ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଛି । ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଗୁରୁ
Read More...

ରାଜ୍ୟରୁ ପୁଣି ବାହାରିଲେ ୭୧୯ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ
Read More...

ରମ୍ଭା ଥାନାର ନୂତନ କୋଠା ଉଦଘାଟନ କଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ

ଗଞ୍ଜାମ /ରମ୍ଭା :ଗଞ୍ଜାମ ପୋଲିସ ଜିଲ୍ଲାର ରମ୍ଭା ସହରରେ ରହିଥିବା ରମ୍ଭା ଥାନାର ନୂତନ କୋଠାକୁ ସୋମବାର ଉଦଘାଟନ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ପନ୍ଦର ଦିନ ପୂର୍ବରୁ ଏକ ସ୍ପେସିଆଲ ଡ୍ରାଇଭ ଦିଆଯାଇଥିଲା ଗଞ୍ଜାମ ପୁଲିସକୁ ସେଥିରେ ସେମାନେ ଗଞ୍ଜାମ ଏସ.ପିଙ୍କ
Read More...

ଜି.ଉଦୟଗିରି ଏନଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଜି.ଉଦୟଗିରି : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସ୍ୱାୟତ୍ତ ଶାସନ ଦିବସ ୨୦୨୧ ପାଳିତ ହୋଇଯାଇଛି । ସୂଚନା ଅନୁଯାୟୀ ସକାଳ ଘ ୪.୩୦ ମି ସମୟରେ ସହରରେ ରାମଧୁନ ପରିବେଷଣ କରାଯାଇଥିବା ବେଳେ ଘ ୭.୩୦ ମି ସମୟରେ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଇତିଶ୍ରୀ ଷଡଙ୍ଗୀ
Read More...

କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଫୁଲବାଣୀ,୩୧/୮- ସମଗ୍ର ଓଡିଶାରେ ପବିତ୍ର ସ୍ୱାୟତ ଶାସନ ଦିବସ ସରକାରଙ୍କ କୋଭିଡ ନିୟମ ପ୍ରକାରେ କେବଳ କର୍ମଚାରୀମାନଙ୍କୁ ନେଇ ପାଳନ କରାଯାଇଛି । ଫୁଲବାଣୀ ପୌର ପରିଷଦରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଜାତୀୟପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟ ନିର୍ବାହୀ
Read More...

ଦିବ୍ୟ ।ଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଚାକିରୀକୁ ସ୍ଥାୟୀ ନିମନ୍ତେ ଦାବିପତ୍ର

ବୌଦ୍ଧ/ଜହ୍ନ ।ପଙ୍କ,୩୧/୮- ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୧୬ ଜଣ ଭିନ୍ନକ୍ଷମ ଶିକ୍ଷକ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଦିବ୍ୟ ।ଙ୍ଗ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଦୀର୍ଘ ୧୧ ବର୍ଷ ନିରବଛିନ୍ନ ଭାବେ କାର୍ଯ୍ୟକରି ଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ
Read More...

ଧାର୍ଯ୍ୟ ହେଲା ସୋନପୁର ଗଡ଼ଜାତର ନୁଆଁଖାଇ ଲଗ୍ନ

ସୁବର୍ଣ୍ଣପୁର,୩୧/୮-ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ଜୋରଦାରିଆ ସଜବାଜ ଚାଲିଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ଆସୁଥିଲେ ହେଁ ନିଜ ନିଜର ଇଷ୍ଟଦେବୀଙ୍କୁ ନେଇ ଅଲଗା ଅଲଗା ଅଂଚଳ ପାଇଁ ଭିନ୍ନ ପ୍ରକାରେ ଲଗ୍ନ ସ୍ଥିର ହୋଇଥାଏ । ଏବର୍ଷ ପଣ୍ଡିତ ମହାସଭା ଜଗନ୍ନାଥ
Read More...

ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା

ପୁରୀ :ବଲିଉଡ ଅଭିନେତା ଗୋବିନ୍ଦା ଆଜି ଶ୍ରୀମନ୍ଦିର ଆସି ରତ୍ନସିଂହାସନ ରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ। ପ୍ରଭୁଙ୍କ ଡାକରାରେ ହେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି। କୋଭିଡ୍ ଦ୍ୱିତୀୟ ଲହରିରେ କଟକଣା ଭିତରେ ଶ୍ରୀମନ୍ଦିରରେ
Read More...