ଦେଶର ନାଁ ରଖିଲେ ହରଭଙ୍ଗା ବ୍ଲକର ପୁଅ
ହରଭଙ୍ଗା : ଚଳିତ ବର୍ଷ ଅଗଷ୍ଟ ୧୧ତାରିଖରେ ଇଣ୍ଡୋନେସିଆରେ ହୋଇଥିବା ୫୬ ତମ ଏସିଆନ ପୁରୁଷ ବଡି ବିଲଡିଂ ୭୦ କେଜି ଚାମ୍ପିଅନସିପରେ ଭାରତ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ବିଜେତା ହୋଇଛି I ଏହି ପଦକ ବିଜେତା ଜଣକ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରଶରା ଗ୍ରାମର ବାଦଲ ବେହେରା l!-->…
Read More...
Read More...