ଆଜି ଠୁ ବଦଳିବ ପାଗ, ରାଜ୍ୟରେ କମିବ ତାତି
ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଦିନର ତାପମାତ୍ରା ବଢିବାରେ ଲାଗିଛି । ଫେବୃଆରୀ ନ ସରୁଣୁ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା 35 ଡିଗ୍ରୀ ପାର୍ ହୋଇଛି । କିନ୍ତୁ ଆଜି ଠାରୁ ପାଗ ବଦଳିବ । ଦିନର ତାପମାତ୍ରା କମିବା ସହ ତାତିରୁ ମିଳିବ ତ୍ରାହି ।ରାଜ୍ୟର କେତେକ ସ୍ଥାନରେ!-->…
Read More...
Read More...