ବରଗଡ଼ ସାଇମନ୍ଦିର ବ୍ରିଜରେ ଜୋର ଦୁର୍ଘଟଣା
ବରଗଡ଼ : ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ ୧ .୩0 ସମୟରେ ବରଗଡ଼ ସାଇ ମନ୍ଦିର ବ୍ରିଜରେ ବାଇକ, କାର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି | ବାଇକକୁ ଧକ୍କା ଦେଲା କାର ଓ କାରକୁ ଧକ୍କା ଦେଲା ଟ୍ରକ I ତେବେ କାର ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି I ବାଇକ ଚାଳକ ଗୁରୁତର ଆହତ ହୋଇଥିବା!-->…
Read More...
Read More...