ଦଶଦିନ ହେଲା ବିଞ୍ଜଗଡ ଗାଁ ଅନ୍ଧାରରେ
ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଞ୍ଜଗଡ ଗ୍ରାମରେ ଆଜକୁ ଦଶ ଦିନ ହେବ ବିଦ୍ୟୁତ୍ ଟ୍ରାନସ୍ଫର୍ମର ପୋଡି ହୋଇଥିବାରୁ ଗ୍ରାମ ବାସୀ ଅନ୍ଧାରରେ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ବର୍ତ୍ତମାନ ଲଗାଣ ବର୍ଷା ଓ ବର୍ଷା ଋତୁରେ ନଦୀ ନାଳ, ଗାଡ଼ିଆ ପୋଖରୀ ବିଲରେ!-->…
Read More...
Read More...